ସମ୍ବିଧାନ, ଗଣତନ୍ତ୍ର, ମତଦାନ ଓ ଜୀବିକାର ସୁରକ୍ଷା ଦାବିରେ ଟିୟୁସିଆଇର ସର୍ବଭାରତୀୟ ପ୍ରତିବାଦ
ବ୍ରହ୍ମପୁର, ୨୩ ଅକ୍ଟୋବର ୨୦୨୬ l ନ୍ୟୁଜ ନର୍ଭ ll ଟ୍ରେଡ୍ ୟୁନିଅନ୍ ସେଣ୍ଟର ଅଫ୍ ଇଣ୍ଡିଆ (TUCI), ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସମ୍ବିଧାନ, ଗଣତନ୍ତ୍ର, ମତଦାନ ଅଧିକାର ଓ ଜୀବିକାର ସୁରକ୍ଷା ଦାବିରେ ଆଜି ବ୍ରହ୍ମପୁରର ଟାଟା ବେଞ୍ଜ ଛକରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (RDC)ଙ୍କ!-->…