ଗୀତ ଗାଇ ମେଲୋଡି ମଞ୍ଚ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ ll ଦିଗପହଣ୍ଡି ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଅବସରରେ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ସଙ୍ଗୀତର ମାହୋଲରେ ଝୁମିଲେ ଦର୍ଶକ। ଏହି ଅବସରରେ ଓଡ଼ିଶାର ବୁଲ୍‌ବୁଲ୍‌ ଭାବେ ପରିଚିତ କଣ୍ଠଶିଳ୍ପୀ ଈରା ମହାନ୍ତିଙ୍କ ମେଲୋଡି କାର୍ଯ୍ୟକ୍ରମ…

ପ୍ରଶାନ୍ତ ପାଢ଼ୀଙ୍କୁ ଚିକିଟି ବ୍ଲକ ବିଜେଡି ଉପସଭାପତି ଦାୟିତ୍ୱ, ଅଞ୍ଚଳରେ ଖୁସିର ଲହରି

ଚିକିଟି l ଗଞ୍ଜାମ l ଜଗନ୍ନାଥ ନାୟକ ll ଚିକିଟି ବ୍ଲକ ବିଜୁ ଜନତା ଦଳ (ବିଜେଡି)ର ଉପସଭାପତି ଭାବେ ପ୍ରଶାନ୍ତ ପାଢ଼ୀଙ୍କୁ ମନୋନୀତ କରାଯାଇଛି। ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ଚାନ୍ଦପୁରୁ, ନୂଆପଡ଼ା ଓ ଲାଲମେଣ୍ଟା ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ପ୍ରଶାନ୍ତ ପାଢ଼ୀ ଜଣେ…

କ.ନୂଆଗାଁରେ ୨୨ କେଜି ଗଞ୍ଜେଇ ଜବତ, ମହିଳା ଚାଲାଣକାରୀ ଗିରଫ

କ.ନୂଆଗାଁ, ୨୫/୧୦:ସୁକାନ୍ତ କୁମାର ତ୍ରିପାଠୀ :କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ କ.ନୂଆଗାଁ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ସମୟରେ ଦାରିଙ୍ଗବାଡ଼ି ଛକରୁ ୨୨ କେଜି ଗଞ୍ଜେଇ ସହ ଜଣେ…

ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧ ଶୁଭମ୍ ରଥ ଚାମ୍ପିୟନ୍

ପୁରୀ,(ଏସ.ଏମ.ପି):- ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧’: ଶୁଭମ୍ ରଥ ଚାମ୍ପିୟନ୍ପୁରୀ: ଶ୍ରୀକ୍ଷେତ୍ର ପୁରୀର ଚକ୍ରତୀର୍ଥ ରୋଡ୍ ସ୍ଥିତ ଚକ୍ରତୀର୍ଥ ମନ୍ଦିର ପରିସରରେ ଶ୍ରୀମନ୍ଦିର ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗ ଇଷ୍ଟେଟ୍ ପକ୍ଷରୁ ଦୁଇଦିନିଆ ‘ସାବୁତ ନିଯୋଗ…

ବାତ୍ୟା ଆଶଙ୍କାରେ କନ୍ଧମାଳ ପ୍ରଶାସନ ସଜାଗ ବାଲିଗୁଡ଼ାରେ କୁହୁଡ଼ିର ଆସ୍ତରଣ, ବର୍ଷା ଆଶଙ୍କା

ବାଲିଗୁଡ଼ା, ୨୫/୧୦: ସୁକାନ୍ତ କୁମାର ତ୍ରିପାଠୀ : କନ୍ଧମାଳ ଜିଲ୍ଲାରେ ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ଆଜିଠାରୁ ଥଣ୍ଡାର ପ୍ରକୋପ ବଢ଼ିବା ସହ ଆସନ୍ତା ୨୭ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ…

ବାତ୍ୟା ଆଶଙ୍କାରେ ବଢ଼ିଲା ସତର୍କତା; ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି ଘୋଷଣା

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା। ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ୫ଟି ଜିଲ୍ଲାରେ ଦୁଇ ଦିନ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍‌ କଟକଣା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା କାଲି RBI ଡାଟା ସେଣ୍ଟର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀସଡ଼କ ପଥରେ ଫେରିବାର କାର୍ଯ୍ୟକମ ଥିବାରୁ…

ବାତ୍ୟା ପାଇଁ କଟକରେ ବଡ଼ ପଦକ୍ଷେପ, ତୁରନ୍ତ ହଟାଯିବ ପୂଜା ତୋରଣ ଓ ହୋର୍ଡିଂ

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ଓ ସିଏମସିର ପଦକ୍ଷେପ। କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ କରାଯାଇଥିବା ତୋରଣ, ଲାଇଟ, ଗେଟ ସାଜସଜ୍ଜା ତୁରନ୍ତ ବାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଅଧିକ ବର୍ଷା…

ବ୍ରହ୍ମପୁର ସହରର ଜଳବନ୍ଦୀ ସ୍ଥାନ ପରିଦର୍ଶନ କଲେ ଜିଲ୍ଲାପାଳ

ବ୍ରହ୍ମପୁର,(ବିଚିତ୍ର ସାହୁ) ସମ୍ଭାବ୍ୟ ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ଜଳବନ୍ଦୀ ସମସ୍ୟାର ମୁକାବିଲା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଭି.…

ବାଲିଗୁଡ଼ା ଏନ୍‌ଏସିର ଅତିରିକ୍ତ ଦାୟିତ୍ୱରେ ଉପଜିଲ୍ଲାପାଳ ପ୍ରଣିତା ଦାଶ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ବାଲିଗୁଡ଼ା, ୨୪/୧୦: ସୁକାନ୍ତ କୁମାର ତ୍ରିପାଠୀ : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଏନ୍‌ଏସିର ପ୍ରଶାସନିକ ଦାୟିତ୍ୱରେ ପରିବର୍ତ୍ତନ ହୋଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାଶଙ୍କୁ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ରାଜ୍ୟ…
error: Content is protected !!