ମାଛ ଧରିବାକୁ ଯାଇ ଯୁବକ ନିଖୋଜ
ଚନ୍ଦ୍ରପୁର | ୧୨| ୯ | ବକାଗୁଡା | କୈଳାସ ମାଳବିଶୋଇ ||ହନୁମନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବକାଗୁଡା ଗ୍ରାମର ଟିସୁରୁ ବିଏସ୍କା( ୪୫) ମାଛ ଧରିବାକୁ ଯାଇ ମୀନାଝୋଲା ରେ ନିଖୋଜ ଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ସକାକ ୭ ଟା ସମୟରେ ଟିସୁରୁ ବିଏସ୍କା ନିଜ ବାଇକ ଯୋଗେ ବକାଗୁଡା ଗାଁରୁ!-->…