ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା

ବାଲିଗୁଡ଼ା : ୧୮/୧୦ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ଶ୍ରୀ ଜଗନ୍ନାଥ ପାଇକ ଖଣ୍ଡାୟତ କୁଳ ସମାଜର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ମନୋନୀତ ହୋଇଛନ୍ତି। ବାରଖମାଠାରେ ଆୟୋଜିତ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜର ବାର୍ଷିକ ସାଧାରଣ…

ନୟାଗଡ଼(ପ୍ରଭାକର ଶିରୋମଣି):-  ଶ୍ରୀ ନୀଳମାଧବ ଙ୍କ ନତ ବ୍ରତ ପୂଜା ଆରମ୍ଭ    କଣ୍ଟିଲୋ /  ଶ୍ରୀ ଜଗନ୍ନାଥ ଧାମ ର ଆଦିପୀଠ କଣ୍ଟିଲୋ ଶ୍ରୀ ନୀଳମାଧଵ ଜୀଉଙ୍କ କ୍ଷେତ୍ର ରେ ଗୁରୁବାର ଠାରୁ  "ନତଃ ବ୍ରତ " ଉତ୍ସବର ଶୁଭ ଉଦଘାଟନ ଉତ୍ସବ ହୋଇ ଯାଇଛି l ଏହି ଅବସର ରେ ବିରାଟ  ଶୋଭା ଯାତ୍ରା…

ନୁଆସାହିରେ ମା’ ଦୁର୍ଗାଙ୍କ ଆବାହନ, କଳସ ଶୋଭାଯାତ୍ରାରେ ଭକ୍ତିମୟ ପରିବେଶ

ବାଲିଗୁଡ଼ା,୧୭/୧୦ (ସୁକାନ୍ତ କୁମାର ତ୍ରିପାଠୀ): ଶାରଦୀୟ ଦୁର୍ଗାପୂଜାକୁ ନେଇ ବାଲିଗୁଡ଼ା ସହରର ନୁଆସାହି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ମା’ ଦୁର୍ଗାଙ୍କ ଆବାହନ ସହ ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୀଠରେ…

ଋଷିକୁଲ୍ୟା ମୁହାଣର ମତ୍ସ୍ୟଜୀବୀଙ୍କୁ ଇନସୁଲେଟେଡ୍ ଆଇସ୍‌ ବକ୍ସ ପ୍ରଦାନ

ବ୍ରହ୍ମପୁର,(ବିଚିତ୍ରସାହୁ):- ଋଷିକୁଲ୍ୟା ମୁହାଣ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ଓ ସୁଦୃଢ଼ କରିବା ସହ ଅଲିଭ୍ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ଦିଗରେ ସେମାନଙ୍କ ଅବଦାନକୁ ଉତ୍ସାହିତ କରିବା ଲକ୍ଷ୍ୟରେ ବନବିଭାଗ ପକ୍ଷରୁ ଏକ୍ରିକ୍‌ର ସହାୟତାରେ ଇନସୁଲେଟେଡ୍ ଆଇସ୍‌ ବକ୍ସ…

ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏକ ନୂଆ ମହିନ୍ଦ୍ରା ଇଭି କାର୍‌କୁ ଭୁଲ୍ ରାସ୍ତାରେ ଅତି ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା ଦେବା ଏବଂ ଅଟୋ ଯାତ୍ରୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମଞ୍ଚେଶ୍ଵର ପୋଲିସ କାର୍…

ପାହାଡ଼ ଶିଖରରେ ବିରାଜିତା ମାଆ ବାଙ୍କେଶ୍ୱରୀଙ୍କ ପୀଠରେ ନବରାତ୍ର ପୂଜା

ମାଆଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ |ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ପ୍ରସିଦ୍ଧ ଶକ୍ତିପୀଠ ମାଆ ବାଙ୍କେଶ୍ୱରୀଙ୍କ ପୀଠରେ ପବିତ୍ର ନବରାତ୍ର ପୂଜା ଅବସରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।…

ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଜନତାର ବାଜିମାତ ସଭାପତି ଭାବେ ଓମ୍ ପ୍ରସାଦ ପାତ୍ର ବିଜୟୀ,…

ଚିକିଟି | ଗଞ୍ଜାମ| ଜଗନ୍ନାଥ ନାୟକ | ଚିକିଟିସ୍ଥିତ ନୂଆପଡ଼ା ବାଲାଜୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଜନତାର ବାଜିମାତ ହୋଇଛି। ଏହି ନିର୍ବାଚନରେ ସଭାପତି ପଦବୀ ପାଇଁ ଓମ୍ ପ୍ରସାଦ ପାତ୍ର ବିଜୟୀ ହୋଇଛନ୍ତି। ସେହିପରି ଲତା ପ୍ରଧାନ ଉପସଭାପତି ଏବଂ ବର୍ଷା ପ୍ରଧାନ ସାଧାରଣ…

ବାଲିଗୁଡ଼ା ଡିସିଭି ଶାଖାରେ ପାରମ୍ପରିକ ମେହେନ୍ଦି ଉତ୍ସବ ପାଳିତପାରମ୍ପରିକତା ଓ ଉତ୍ସବର ରଙ୍ଗରେ ରଙ୍ଗିନ ହେଲା ଶାଖା…

ବାଲିଗୁଡ଼ା, ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ): ପାରମ୍ପରିକ ଭାରତୀୟ ସଂସ୍କୃତି ଓ ଉତ୍ସବର ଆନନ୍ଦକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ବାଲିଗୁଡ଼ା ଶାଖା ପକ୍ଷରୁ ଏକ ପାରମ୍ପରିକ ମେହେନ୍ଦି ଉତ୍ସବ ଆୟୋଜିତ ହୋଇଯାଇଛି। ଶାଖା ପରିସରରେ ଆୟୋଜିତ ଏହି ଉତ୍ସବରେ ପାରମ୍ପରିକ ରୀତିନୀତି,…

ସିନ୍ଦ୍ରିଗାଁ ପଞ୍ଚାୟତରେ ‘ନିଶାମୁକ୍ତ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମଗଞ୍ଜେଇ ଚାଷ ବନ୍ଦ ସହ ବିକଳ୍ପ ଜୀବିକା…

ବାଲିଗୁଡ଼ା, ୧୬/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚାଷ ନିରାକରଣ ଓ ନିଶାଦ୍ରବ୍ୟ ସେବନର କୁପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ବାଲିଗୁଡ଼ା ଥାନା ପକ୍ଷରୁ ବାଲିଗୁଡ଼ା ତହସିଲ ଅନ୍ତର୍ଗତ ସିନ୍ଦ୍ରିଗାଁ ଗ୍ରାମପଞ୍ଚାୟତରେ ‘ନିଶାମୁକ୍ତ…

ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା

ଖୋର୍ଦ୍ଧା ଜିଲ୍ଲା | ସଞ୍ଜୀବ କୁମାର | ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଏକ ନୂଆ ମହିନ୍ଦ୍ରା ଇଭି କାର୍‌କୁ ଭୁଲ୍ ରାସ୍ତାରେ ଅତି ବେପରୁଆ ଭାବେ ଚଳାଇ ଏକ ଅଟୋକୁ ଧକ୍କା ଦେବା ଏବଂ ଅଟୋ ଯାତ୍ରୀଙ୍କ ଉପରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ମଞ୍ଚେଶ୍ଵର ପୋଲିସ କାର୍…
error: Content is protected !!