ସୁଭଦ୍ରାରୁ ନାଁ କଟୁଛି, ଭତ୍ତାରେ ଯୋଡ଼ି ହେଉନି; ଚିନ୍ତାରେ ରାଜ୍ୟର ହଜାର ହଜାର ମାଆ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୬୦ ବର୍ଷ ବୟସ ହୋଇଗଲେ ପରେ ସୁଭଦ୍ରା ଯୋଜନାରୁ କଟିଯାଉଛି ନାଁ, ହେଲେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହାନ୍ତି। ଯାହାକୁ ନେଇ ଚିନ୍ତାରେ ରାଜ୍ୟର ହଜାର ହଜାର ମାଆ। ତେବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି ଯେଉଁମାନେ…

ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସ ର ଶିଶୁପୁତ୍ର ଉଦ୍ଧାର

ଖୋର୍ଦ୍ଧା(ସଞ୍ଜୀବ କୁମାର):- ଖୋର୍ଦ୍ଧାରୋଡ଼ ପ୍ଲାଟଫର୍ମ ନମ୍ବର ୪ ରେ ଲାଗିଥିବା ଝାନ୍ସୀ ଖୋର୍ଦ୍ଧା ରୋଡ଼ ସ୍ପେଶାଲ ଟ୍ରେନରୁ ୨ ରୁ ୩ ମାସ ର ଶିଶୁପୁତ୍ର ଉଦ୍ଧାର କରିଛି ଆର୍ ପି ଏଫ୍ Iଆର ପି ଏଫ ର ରାଉଣ୍ଡଅଫ ବେଳେ ଟ୍ରେନ ର ଜେନେରାଲ ବଗିରେ କୌଣସି ଯାତ୍ରୀ ନଥିବା ବେଳେ ଶିଶୁ ପୁତ୍ର…

ବାଲିଗୁଡ଼ାରେ SIR-୨୦୨୬ ସଚେତନତା କାର୍ଯ୍ୟକ୍ରମ, ଭୋଟର ତାଲିକା ସଂଶୋଧନରେ ସହଯୋଗ ପାଇଁ ଆହ୍ୱାନ

ବାଲିଗୁଡ଼ା,୦୮/୦୬ : ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ (SIR-୨୦୨୬) ସମ୍ପର୍କରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର…

ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ଘର ସହ ୯ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡ଼ା : ୦୬/୦୬: ସୁକାନ୍ତ କୁମାର ତ୍ରିପାଠୀ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ (ITDA)ର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବିଭିନ୍ନ ସମ୍ପର୍କିତ ସ୍ଥାନରେ ଶନିବାର ସକାଳୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଛି।…

ଟୁନା ଦାଶ ଓ ପ୍ରମୋଦ ସାହୁଙ୍କ ନିଲମ୍ବନ ପ୍ରତିବାଦରେ ବିଜେଡିରେ ଇସ୍ତଫା ଝଡ଼

ବାଲିଗୁଡ଼ା, ୦୬/୦୬ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ (ବିଜେଡି)ର ଜିଲ୍ଲା ଉପସଭାପତି ଟୁନା ଦାଶ ଓ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଘଟଣାକୁ କେନ୍ଦ୍ର କରି ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ…

ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ବିଶ୍ୱ ପରିବେଶ ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଉତ୍ସାହର ସହ ପାଳନ କରାଯାଇଥିଲା। ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ସ୍ଥାୟୀ ବିକାଶମୂଳକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଦିଗରେ ମଣ୍ଡଳର ଦୃଢ଼ ପ୍ରତିବଦ୍ଧତାକୁ…

ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଦେଶରେ ଏବେ କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍ ଖୁବଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ଆସିବା ନେଇ RBI ଗଭର୍ଣ୍ଣରଙ୍କ ସୂଚନା ୧୦ ବର୍ଷ ତଳେ RBI ଦେଇଥିବା ପ୍ରସ୍ତାବ ପ୍ରାଥମିକ ପର୍ଯ୍ୟାୟରେ ଅଛି କାଗଜ ନୋଟ୍ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି…

ବେପରୁଆ ବାଇକ ଚାଳନା ପାଇଁ ଦୁର୍ଘଟଣା ଘଟି ଚାଲିଗଲା ବୟସ୍କ ବ୍ୟକ୍ତିଙ୍କ ଜୀବନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମରେ ବେପରୁଆ ବାଇକ ଚାଳନା ପାଇଁ ଦୁର୍ଘଟଣା ଘଟି ଚାଲିଗଲା ବୟସ୍କ ବ୍ୟକ୍ତିଙ୍କ ଜୀବନ । ମୃତକ ହେଲେ ରାଣୀପୁର ଗ୍ରାମର ବ୍ରଜ ଚଣ୍ଡ । ଘଟଣାଟି ତିରିମଲ ମୁଖ୍ୟ ରାସ୍ତା ରାଣୀପୁର ଗ୍ରାମରେ । ବ୍ରଜ ଚଣ୍ଡ ନାମକ ବ୍ୟକ୍ତି…

ଛତ୍ରପୁର ମହୋତ୍ସବର ପଞ୍ଚମ ସନ୍ଧ୍ୟା

ଛତ୍ରପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନଧରି ମହାଆଡମ୍ବରରେ ଚାଲିଥିବା ଛତ୍ରପୁର ମହୋତ୍ସବ ଆଜି ଶେଷ ହୋଇଛି । ଶେଷ ଦିନ ହୋଇଥିବା ହେତୁ ଆଜି ପ୍ରବଳ ଜନଗହଳି ପରିଲିକ୍ଷିତ ହୋଇଥିଲା ।ଉଦଯାପନୀ…

ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ବିଶ୍ବ ପରିବେଶ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ବିଶ୍ବ ପରିବେଶ ଦିବସ-୨୦୨୬ ଅବସରରେ ଆଜି ବ୍ରହ୍ମପୁର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଞ୍ଜାମ ପକ୍ଷରୁ ଏକ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଓ ଦୌରା ଜଜ୍-ତଥା…
error: Content is protected !!