ବିଶ୍ୱ ପରିବେଶ ଦିବସରେ କୋଟଗଡରେ ବୃହତ ବୃକ୍ଷରୋପଣ ଓ ସଚେତନତା ରାଲି
କୋଟଗଡ , ୦୫/୦୬ : ସୁକାନ୍ତ କୁମାର ତ୍ରିପାଠୀ
ବିଶ୍ୱ ପରିବେଶ ଦିବସ ଅବସରରେ କୋଟଗଡ ସ୍ଥିତ ସିଆରପିଏଫ୍ କ୍ୟାମ୍ପ ପରିସରରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। କୋଟଗଡ ବନାଞ୍ଚଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ସିଆରପିଏଫ୍ ଓ!-->!-->!-->…