ବିଶ୍ୱ ବିଶ୍ୱ ଥିଏଟର ଫେଷ୍ଟିଭାଲରେ ସୁନାମ ଅର୍ଜନ କରିଥିବା କିସ୍ସ ଛାତ୍ରଛାତ୍ରୀଙ୍କୁ କନ୍ଧମାଳରେ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡ଼ା,୧୧/୦୬: ସୁକାନ୍ତ କୁମାର ତ୍ରିପାଠୀରୋମାନିଆରେ ଆୟୋଜିତ ବିଶ୍ୱ ଥିଏଟର ଫେଷ୍ଟିଭାଲରେ ସାନ୍ତାଳୀ ଭାଷାରେ ୱିଲିୟମ୍ ସେକ୍ସପିଅରଙ୍କ ନାଟକ ମଞ୍ଚସ୍ଥ କରି ଆନ୍ତର୍ଜାତୀୟ ସ୍ତରରେ ଇତିହାସ ସୃଷ୍ଟି କରିଥିବା କିସ୍ସର ଜନଜାତି ଛାତ୍ରଛାତ୍ରୀମାନଙ୍କୁ କନ୍ଧମାଳ ଜିଲ୍ଲାରେ ଭବ୍ୟ…

୫ ଜୁନ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଓ ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ସାବତ ଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର…

ପ୍ରଥମ ସିଏମ୍ ଟ୍ରଫି–୨୦୨୬ କବାଡି ଚାମ୍ପିୟନସିପ୍

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର, ୧୦ ଜୁନ: ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡି ଚାମ୍ପିୟନସିପ୍–୨୦୨୬ର ଫାଇନାଲ ମ୍ୟାଚ୍‌ଗୁଡ଼ିକ ଆଜି…

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତା ସିମାଞ୍ଚଳ ଆଚାର୍ଯ୍ୟଙ୍କ ପରଲୋକ, ବିଭିନ୍ନ ମହଲରୁ ଶୋକ ପ୍ରକାଶ

ବାଲିଗୁଡା,୧୦/୦୬: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି, କଂଗ୍ରେସ ନେତା, ବିଶିଷ୍ଟ ଠିକାଦାର, ବ୍ୟବସାୟୀ ତଥା ବାଲିଗୁଡା ସ୍ଥିତ ପାଟଖଣ୍ଡା ଫୁଏଲ୍ସର ପ୍ରତିଷ୍ଠାତା ସିମାଞ୍ଚଳ ଆଚାର୍ଯ୍ୟ (୭୦)ଙ୍କର ବୁଧବାର ସକାଳେ ବାଲିଗୁଡାସ୍ଥିତ ନିଜ…

ଦାବୁଡ଼ାକା ଘାଟିରେ ରାହାଜାନି: ୫ ଅଭିଯୁକ୍ତ ଗିରଫ, ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର

ବାଲିଗୁଡ଼ା, ୧୦/୦୬: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାବୁଡ଼ାକା ଘାଟି ନିକଟରେ ଘଟିଥିବା ଏକ ରାହାଜାନି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଲୁଟ୍ ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ବାଲିଗୁଡ଼ା ଥାନାରେ କେସ ନମ୍ବର…

ବାଲିଗୁଡ଼ାରେ ୨୩ କେଜି ଗଞ୍ଜେଇ ଜବତ, ୩ ଅନ୍ତର୍ରାଜ୍ୟ ଚୋରା ଚାଲାଣକାରୀ ଗିରଫ

ବାଲିଗୁଡ଼ା,୦୯/୦୬: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ଜାତୀୟ ରାଜପଥ-୫୯ର ସୀତାପଡ଼ି ଗ୍ରାମ ନିକଟରେ ଏକ ଟୟୋଟା କାରକୁ ଅଟକାଇ ତଲାସି କରିବା ସମୟରେ ୨୩ କିଲୋଗ୍ରାମ ଗଞ୍ଜେଇ ଜବତ…

ଗଞ୍ଜାମ ଠାରେ ମୁଖ୍ୟମନ୍ତ୍ରୀ କପ କବାଡି ପ୍ରତିଯୋଗିତା ର ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଉଦଘାଟିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି–୨.୦ କବାଡ଼ି ଚାମ୍ପିୟନଶିପ୍–୨୦୨୬ ର ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି…

ବ୍ରହ୍ମପୁର ଗଞ୍ଜାମ ଲକ୍ଷ୍ୟ ନିକେତନରେ ‘ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍ (SIR) ୨୦୨୬’ ସଚେତନତା…

ବ୍ରହ୍ମପୁର,(ବିଚିତ୍ର ସାହୁ):- ସାମିଲ ହେଲେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀବ୍ରହ୍ମପୁର, ୦୮ ଜୁନ୍ ୨୦୨୬: ବ୍ରହ୍ମପୁର ସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗଞ୍ଜାମ ଲକ୍ଷ୍ୟ ନିକେତନ (GLN) ପରିସରରେ 'ସ୍ପେସାଲ ଇଣ୍ଟେନସିଭ୍ ରିଭିଜନ୍' (SIR) ୨୦୨୬ ସମ୍ପର୍କିତ ଏକ…

ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଘରୋଇ LPG ସିଲିଣ୍ଡର ଦାମ୍ ୨୯ ଟଙ୍କା ବୃଦ୍ଧି ଆଜିଠୁ ସାରା ଦେଶରେ ନୂଆ ଦର ଲାଗୁ ଭୁବନେଶ୍ୱରରେ ଘରୋଇ ଗ୍ୟାସ୍ ଦର ଛୁଇଁଲା ୯୬୮ ଟଙ୍କା ପୂର୍ବରୁ ୧୪.୨ କେଜି ସିଲିଣ୍ଡରର ମୂଲ୍ୟ ଥିଲା ୯୩୯ ଟଙ୍କା ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ୯୪୨ ଟଙ୍କାକୁ…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ ଆକଳନ କରାଯାଇଛି।ଦେଶର ମୁଖ୍ୟ…
error: Content is protected !!