ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଦେଶରେ ଏବେ କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍ ଖୁବଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ଆସିବା ନେଇ RBI ଗଭର୍ଣ୍ଣରଙ୍କ ସୂଚନା ୧୦ ବର୍ଷ ତଳେ RBI ଦେଇଥିବା ପ୍ରସ୍ତାବ ପ୍ରାଥମିକ ପର୍ଯ୍ୟାୟରେ ଅଛି କାଗଜ ନୋଟ୍ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି ନିଷ୍ପତ୍ତି ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଆଣିବାକୁ ଯୋଜନା ପରୀକ୍ଷାମୂଳକ ଭାବେ କିଛି ବଛାବଛା ସହରରେ ପ୍ରଥମେ ପ୍ରଚଳନ ହେବ ଫଳ ହେଲେ ପୂରା ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍ ଏହା ୱାଟରପ୍ରୁଫ୍ ରହିବ, ଫଳରେ କାଗଜ ନୋଟ୍ ତୁଳନାରେ ଅଧିକ ଦିନ ତିଷ୍ଠିବ

You might also like
error: Content is protected !!