ସିପିଏମ ଜିଲ୍ଲା ଅଫିସରେ ମଇ ଦିବସ ପାଳିତ
ବ୍ରହ୍ମପୁର,(ବିଚିତ୍ରସାହୁ):-
ସିପିଏମ ପକ୍ଷରୁ ମଇ ଦିବସ ପାଳନ କରାଯାଇଛି।ପ୍ରଥମେ ବରିଷ୍ଠ ଶ୍ରମିକ ନେତା ଅଳି କିଶୋର ପଟ୍ଟନାୟକ ଲାଲ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲଠାରେ ଏକ ସଭା ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଥି!-->!-->!-->…