ଲାଂଜିପଲ୍ଲୀ ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ବିଶ୍ବ ହସ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଅଦ୍ୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ମେ ମାସ ପ୍ରଥମ ରବିବାର "ବିଶ୍ବ ହସ ଦିବସ" ଉପଲକ୍ଷେ ଉପଦେଷ୍ଠା ପ୍ରଫେସର ଭାସ୍କର ପାଢ଼ୀ, ସଭାପତି ଶ୍ରୀ ବିଶ୍ବନାଥ ପାଢ଼ୀ, ସଂପାଦକ ଶ୍ରୀ ଶାନ୍ତନୁ କୁମାର ମିଶ୍ର, ଉପ…

ଗଞ୍ଜାମ ଜିଲ୍ଲା ଧରାକୋଟ ବି ଡି ଓ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା

ବ୍ରହ୍ମପୁର,(ବିଚିତ୍ର ସାହୁ):- ଧରାକୋଟ ବ୍ଲକରେ କାର୍ଯ୍ୟରତ ଥିବା ବି ଡି ଓ ସଂଗ୍ରାମ କେଶରୀ ଜେନା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ସଭା ଗୃହ ରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସହକାରି ନିର୍ବାହୀ ଯନ୍ତ୍ରୀ…

ତୁମୁଡ଼ିବନ୍ଧ ଅଞ୍ଚଳରୁ ୭ ଦେଶୀ ବନ୍ଧୁକ ଜବତ

ବାଲିଗୁଡ଼ା,୦୪/୦୫ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ପୁଲିସ ବଡ଼ ସଫଳତା ହାସଲ କରି ୭ଟି ଦେଶୀ ବନ୍ଧୁକ ଜବତ କରିଛି। ଏହା ସମ୍ବନ୍ଧରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ବୋସଲେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

ଗଞ୍ଜାମ ଜିଲ୍ଲା ଧରାକୋଟ ବିଡିଓଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା

ଆସିକା,(ଗଣେଶ ପାଣିଗ୍ରାହୀ): ଧରାକୋଟ ବ୍ଲକରେ କାର୍ଯ୍ୟରତ ଥିବା ବି ଡି ଓ ସଂଗ୍ରାମ କେଶରୀ ଜେନା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ସଭା ଗୃହ ରେ ଏକ ବିଦାୟୀ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସହକାରି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ…

ବିଶ୍ବ ସମ୍ବାଦ କେନ୍ଦ୍ର ପାଳିଲା ନାରଦ ଜୟନ୍ତୀ

ବ୍ରହ୍ମପୁର, ୨/୫/୨୬(ନ୍ୟୁଜନର୍ଭ): ବିଶ୍ବ ସମ୍ବାଦ କେନ୍ଦ୍ର ବ୍ରହ୍ମପୁର ଶାଖା ତରଫରୁ ଶନିବାର ହିଲପାଟଣାସ୍ଥିତ ସିଦ୍ଧ ବିନାୟକ ସେବା ମଣ୍ଡପରେ ଦେବର୍ଷି ନାରଦ ଜୟନ୍ତୀ ପାଳିତ ହୋଇଛି। ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଶ୍ରୀ ବାଳକୃଷ୍ଣ ପଣ୍ଡା ଉଦଘାଟକ, ବ୍ରହ୍ମପୁର ମହାନଗର ନିଗମ ଉପାୟୁକ୍ତ…

ଗୁଳିକାଣ୍ଡରେ ଯୁବକଙ୍କ ହତ୍ୟା : ଦୁଇ ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ ଜବତ

ବାଲିଗୁଡା, ୦୩/୦୫ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବେଲଘର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଏକ ଚଞ୍ଚଳକର ଗୁଳିକାଣ୍ଡ ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।ମୃତକଙ୍କୁ ବେଲଘର ଥାନା…

ବେଲଘର ଅଞ୍ଚଳରେ : ଜମି ବିବାଦକୁ ନେଇ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା

ବାଲିଗୁଡା : ୦୩/୦୫ ସୁକାନ୍ତ କୁମାର ତ୍ରିପାଠୀ ବେଲଘର ଥାନା ଅନ୍ତର୍ଗତ ଗୁମା ପଂଚାୟତର ସାପେରି ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଶଶୁର ଘରକୁ ଯାଇଥିବା ଜ୍ବାଇଁଙ୍କୁ ଯୋଜନାବଦ୍ଧ ଭାବେ ଦେଶୀ ବନ୍ଧୁକରୁ ଗୁଳି କରି ହତ୍ୟା କରାଯାଇଛି।ମୃତକ ହେଲେ ବେଲଘର ଥାନା ତୁଆକଲା ଗାଁର କାମଦେବ…

ବୁଦ୍ଧଦେବ ଥିଲେ କାମନାର ବିନାଶ ମାଧ୍ୟମରେ ମୋକ୍ଷ ପ୍ରଦର୍ଶକ କଳାକେନ୍ଦ୍ର

ବ୍ରହ୍ମପୁର,(ବିଚିତ୍ର ସାହୁ):- ଅଗ୍ରଣୀ ସାଂସ୍କୃତିକ ବହୁମୁଖୀ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ସାରସ୍ୱତ ସାଧକ ନିତ୍ୟାନନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ନିଖିଳ ଓଡ଼ିଶା…

10 ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- 7 ରୁ 10 ଯାଏଁ ତୀବ୍ର ରହିବ ପ୍ରଭାବ। ପବନ ବେଗ 50 ରୁ 60 କିମି ରହିପାରେ 4 ରୁ ଏକ ଟ୍ରପ ଲାଇନ କେନ୍ଦ୍ର ଭାରତରେ ହେବା ସମ୍ଭାବନା ରହିଛି ଏହାର ପ୍ରଭାବ 7 ରୁ ଓଡ଼ିଶା ଉପରେ ପଡିବ: ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ଏ ସମୟରେ ପାରଦ ଅଧିକ ବୃଦ୍ଧି ହେବନି,…

ଇଫଟୁ ଦ୍ୱାରା ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ସର୍ବ ଭାରତୀୟ ଶ୍ରମିକ ସଙ୍ଘଠନ, ଇଫଟୁ ତରଫରୁ ଆଜି ବିଭିନ୍ନ ସ୍ଥାନ ରେ ଶ୍ରମିକ ଦିବସ କୁ ବିଭିନ୍ନ ସ୍ଥାନ ରେ ପାଳନ କରାଯାଇଛି I ଏହିକ୍ରମ ରେ ସକାଳ ସମୟ ରେ ସ୍ଥାନୀୟ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସର ରେ ମିଳିତ କର୍ମଚାରୀ ମାନଙ୍କ ତରଫରୁ…
error: Content is protected !!