ବାଲିଗୁଡାରେ ଆରଏସଏସ ପକ୍ଷରୁ ବୁଦ୍ଧିଜୀବୀ ଚର୍ଚ୍ଚା ସଭା ଆୟୋଜିତ

ବାଲିଗୁଡା,୨୭/୦୪ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଏକ ସଭାଗୃହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ପକ୍ଷରୁ ବୁଦ୍ଧିଜୀବୀମାନଙ୍କର ଏକ ଚର୍ଚ୍ଚା ସଭା ସଫଳତାର ସହ ଅନୁଷ୍ଠିତ ହୋଇଛି।ଏହି ସଭାରେ ଗଞ୍ଜାମ ବିଭାଗ ସଂଘ ଚାଳକ ଭଗବାନ ତ୍ରିପାଠୀ ମୁଖ୍ୟ…

ଓଭରଟେକ ସମୟରେ ବିପଦ : ଗାର୍ଡୱାଲକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ସୁରକ୍ଷିତ ରହିଲେ ୪୦ରୁ ଅଧିକ ଯାତ୍ରୀ

ବାଲିଗୁଡା,୨୬/୦୪ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରବିବାର ଏକ ଅପ୍ରତ୍ୟାଶିତ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ରାଜ୍ୟ ରାଜପଥ ନଂ୧ ର ପାଇବର ସାହି ନିକଟରେ ଏହି ଘଟଣା ଘଟିଛି।ସୂଚନା ଅନୁଯାୟୀ, ଫୁଲବାଣୀରୁ…

ବିପଦର ବନ୍ଧୁ ପକ୍ଷରୁ ବାଲିଗୁଡ଼ାରେ ଦେୟମୁକ୍ତ ଖାଦ୍ୟ ବଣ୍ଟନ ଜାରି

ବାଲିଗୁଡ଼ା, ୨୬/୦୪ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ “ବିପଦର ବନ୍ଧୁ” ନାମକ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିରନ୍ତର ଭାବେ ଜାରି ରହିଛି। ସମାଜସେବାର ଉଦ୍ଦେଶ୍ୟକୁ ମୁହଁରେ ରଖି ଏହି ସଂଗଠନ…

ଶ୍ରୀ ଶନିଶ୍ଚର ଦେବଙ୍କ ପବିତ୍ର ଜଳାଭିଷେକ ଅବସରରେ ଗରାପୁର ସ୍ଥିତ ମା ମହାକାଳୀ ମନ୍ଦିର ପରିସରରେ ଥିବା ଶ୍ରୀ ଶନି…

ଗରାପୁର,(ବିଚିତ୍ର ସାହୁ):- ଆଜି ଶ୍ରୀ ଶନିଶ୍ଚର ଦେବଙ୍କ ପବିତ୍ର ଜଳାଭିଷେକ ଅବସରରେ ଗରାପୁର ସ୍ଥିତ ମା ମହାକାଳୀ ମନ୍ଦିର ପରିସରରେ ଥିବା ଶ୍ରୀ ଶନି ମନ୍ଦିରରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ପ୍ରଭାତ ୪ଟାରୁ ଦିନ ୧ଟା ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ପହଞ୍ଚି…

କୋଟଗଡ ବନାଞ୍ଚଳରୁ ପୁରୀ ରଥଯାତ୍ରା ପାଇଁ ରଥକାଠ ପ୍ରେରଣ

ବାଲିଗୁଡା : ୨୫/୦୪ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଅଧୀନସ୍ଥ କୋଟଗଡ ବନାଞ୍ଚଳରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନିଟି ରଥ ନିର୍ମାଣ ଉଦ୍ଦେଶ୍ୟରେ ରଥକାଠ ଶନିବାର ଦିନ ପୁରୀକୁ ପଠାଯାଇଛି।୪୦ ଫୁଟ ଲମ୍ବ ଓ ୩ ଫୁଟ ଗୋଲାକାର ବ୍ୟାସର ୨୩ଟି ଢ଼ଉ…

ବିହାର ରୁ ୨୫ ଜଣ ନାବାଳକ ଶିଶୁ ଚାଲାଣ ବେଳେ ଖୋର୍ଦ୍ଧା ରୋଡ଼ ରେ କାବୁ କଲା ଆର ପି ଏଫ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାରଖୋର୍ଦ୍ଧା ରୋଡ଼ ରେଳ ଷ୍ଟେସନ ରୁ ୨୫ ଜଣ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ର ନାବାଳକ ଶିଶୁ ଉଦ୍ଧାର। ଅମରାବତୀ ଏକ୍ସପ୍ରେସ ରେ ବିହାର ରୁ ବାଙ୍ଗାଲୋର ଗଡ଼କ ଜଙ୍ଗସନ ଯାଉଥିବା ସମୟରେ ଆର ପି ଏଫ, ଏ ଭି ଏ, ଶିଶୁ ସୁରକ୍ଷା କର୍ମୀ ଓ…

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୦୯ ମେ ୨୦୨୬ ରେ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ,ବ୍ରହ୍ମପୁର ପକ୍ଷରୁ ୦୯/୦୫/୨୦୨୬ ତାରିଖ ଶନିବାର ଦିନ ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ…

ଗଞ୍ଜାମ ଜିଲ୍ଲାଗସ୍ତରେ ଉପମୁଖ୍ୟମନ୍ତ୍ରୀ

ଛତ୍ରପୁର,(ବିଚିତ୍ର ସାହୁ):- ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଗଞ୍ଜାମ ଜିଲ୍ଲାଗସ୍ତରେ ଆସି ସ୍ଥାନୀୟ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା…

ଦେଶବ୍ୟାପୀ ୧.୫ ଲକ୍ଷରୁ ଅଧିକ ଚଢାଉ; ୬୬,୦୦୦ରୁ ଅଧିକ ସିଲିଣ୍ଡର ଜବତ

ଭୁବନେଶ୍ୱର,(ପି.ଆଇ.ବି):- ପଞ୍ଜିକୃତ ହୋଇଛନ୍ତି। ୨୧.୦୪.୨୦୨୬ ପର୍ଯ୍ୟନ୍ତ, ୪୧,୦୦୦ ରୁ ଅଧିକ ପିଏନଜି ଗ୍ରାହକ MYPNGD.in ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି।ଅଶୋଧିତ ତୈଳ ସ୍ଥିତି ଏବଂ ରିଫାଇନାରୀ କାର୍ଯ୍ୟସମସ୍ତ ରିଫାଇନାରୀ ପର୍ଯ୍ୟାପ୍ତ ଅଶୋଧିତ…

ଗ୍ରୀଷ୍ମ ଋତୁରେ ଅତିରିକ୍ତ ଟ୍ରେନ୍ ଚଳାଚଳର ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଅଧିକାରୀମାନଙ୍କ ସହ ଏକ ବୈଠକରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ସମୀକ୍ଷା କରିଛନ୍ତି। ଭାରତୀୟ ରେଳବାଇ ଯାତ୍ରୀ ପରିବହନକୁ ସହଜ କରୁଛି, ଏବଂ ଅଧିକ ଚାହିଦା ଥିବା ମାର୍ଗ ଏବଂ କରିଡରରେ…
error: Content is protected !!