CMଙ୍କ ହସ୍ତକ୍ଷେପ ପରେ ଆର୍ଥିକ ସହାୟତା

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

କେନ୍ଦୁଝର ପାଟଣା ବ୍ୟାଙ୍କକୁ ଶବ ନେବା ଘଟଣାରେ ତତ୍ପରତା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଡିଆନାଳି ଗାଁରେ ପହଞ୍ଚି ଜିଲ୍ଲା ପ୍ରଶାସନର ସହାୟତା ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ଥିବା ୧୯ ହଜାର ୪୦୦ ଟଙ୍କା ପ୍ରଦାନ କରାଗଲା ଏଥିସହ ରେଡ୍‌କ୍ରସ୍‌ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ପ୍ରଦାନ ଡେଥ୍ ସାର୍ଟିଫିକେଟ ଓ ଲିଗାଲ୍ ହେୟାର ସାର୍ଟିଫିକେଟ ପ୍ରଦାନ କରାଗଲା ଫାଷ୍ଟ ଟ୍ରାକ୍ ମୋଡ୍‌ରେ ମେଡିକାଲ ଅଫିସର ପହଞ୍ଚି ପ୍ରଦାନ କଲେ ଅସହାୟ ବ୍ୟକ୍ତି ଯେପରି ଏଭଳି ସ୍ଥିତିକୁ ପୁନର୍ବାର ସାମ୍ନା ନ କରନ୍ତି ତଦାରଖ ନିର୍ଦ୍ଦେଶ ଗ୍ରାମାଞ୍ଚଳରେ ସରକାରୀ ଓ ବ୍ୟାକିଂ ସହାୟତା ବିନା ବାଧାରେ ପହଞ୍ଚାଇବାକୁ ନିର୍ଦ୍ଦେଶ ଏହି ଅଭାବନୀୟ ଘଟଣା ପଛରେ କାହାର ଅବହେଳା ଅଛି ନା ନାହିଁ ଜଣାନ୍ତୁ- ସିଏମ୍‌ ଅସୁବିଧାକୁ ସାମ୍ନା କଲେ ଭୟଭୀତ ନ ହୋଇ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ

Smart Computer Ad
You might also like
error: Content is protected !!