10 ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ କାଳବୈଶାଖୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

7 ରୁ 10 ଯାଏଁ ତୀବ୍ର ରହିବ ପ୍ରଭାବ। ପବନ ବେଗ 50 ରୁ 60 କିମି ରହିପାରେ 4 ରୁ ଏକ ଟ୍ରପ ଲାଇନ କେନ୍ଦ୍ର ଭାରତରେ ହେବା ସମ୍ଭାବନା ରହିଛି ଏହାର ପ୍ରଭାବ 7 ରୁ ଓଡ଼ିଶା ଉପରେ ପଡିବ: ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ଏ ସମୟରେ ପାରଦ ଅଧିକ ବୃଦ୍ଧି ହେବନି, ଉପକୂଳରେ ଗୁଳଗୁଳି ଅନୁଭବ ହେବ 2 ରୁ 4 ତାରିଖ କାଁ ଭାଁ କାଳବୈଶାଖୀର ପ୍ରଭାବ ରହିବ

Smart Computer Ad
You might also like
error: Content is protected !!