ଓମ୍‌ଫେଡ୍‌ କ୍ଷୀର ଦର ବୃଦ୍ଧି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଓଡ଼ିଶାରେ କ୍ଷୀର ଦର ବୃଦ୍ଧି କଲା ଓମ୍‌ଫେଡ୍‌ ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ୫୦ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୪ ଟଙ୍କା ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ୫୪ ଟଙ୍କାରୁ ବୃଦ୍ଧି ପାଇ ହେଲା ୫୮ ଟଙ୍କା ଗୋଲ୍ଡ ପ୍ରିମିୟର…

ବିକାଶ ପରିଷଦ ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ମିଳିତ ସହଯୋଗରେ ଜଗନ୍ନାଥ ବିଜେ ଜମିଜମାର ସ୍ଥାୟି ସମାଧାନ ଏକ ସର୍ବ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ଜିଲ୍ଲା ଜଟଣୀ ବିକାଶ ପରିଷଦ ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ ମିଳିତ ସହଯୋଗରେ ଜଗନ୍ନାଥ ବିଜେ ଜମିଜମାର ସ୍ଥାୟି ସମାଧାନ ନିମନ୍ତେ ଆଜି ଏକ ଜଟଣୀ ନିର୍ବାଚନ ମଣ୍ଡଳୀ ୧୧ ଖଣ୍ଡ ମୌଜା ର ମୁରବିଙ୍କୁ ନେଇ ପ୍ରଧାନ ସାହି ପଞ୍ଚାୟତ ଲବଣଗିରି…

ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ରେ ତା ୦୫.୦୫.୨୦୨୬ ରିଖ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭା.ପ୍ର.ସେ, ଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ଅନଷ୍ଠିତ ହୋଇଛି। ପ୍ରଶାସନିକ…

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ପ୍ରଧାନଙ୍କ ଯୋଗଦାନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଦକ୍ଷିଣାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ଭାବେ ଶ୍ରୀ ବସନ୍ତ କୁମାର ପ୍ରଧାନ ଆଜି ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି।ପୂର୍ବରୁ ସେ ରାୟଗଡ଼ା ଓ କଳାହାଣ୍ଡି…

କନ୍ଧମାଳ ପୋଲିସଙ୍କ ଐତିହାସିକ ସଫଳତା : ୪ ମାସରେ ୬୮ ଟନ୍ ଗଞ୍ଜେଇ ଜବତ

ବାଲିଗୁଡା,୦୬/୦୫ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲା ପୋଲିସ ଗତ ୪ ମାସ ମଧ୍ୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରି ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀ ହରିଶା ବି.ସି., ଆଇପିଏସଙ୍କ ସକ୍ରିୟ ନେତୃତ୍ୱ ଓ ସର୍ବକ୍ଷଣିକ ନିରୀକ୍ଷଣରେ ଏହି ବ୍ୟାପକ ଅଭିଯାନ…

ତୁମୁଡିବନ୍ଧରେ ଅବୈଧ ଦେଶୀ ବନ୍ଧୁକ ତିଆରି କାରଖାନା ଧ୍ୱଂସ, ଜଣେ ଗିରଫ

ତୁମୁଡିବନ୍ଧ, ୦୫/୦୫: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଧୀନ ଅଞ୍ଚଳରେ ପୋଲିସଙ୍କୁ ଏକ ବଡ଼ ସଫଳତା ମିଳିଛି। ଗୁପ୍ତ ସୂଚନା ଆଧାରରେ ପୋଲିସ ଦଳ ଲବନ୍ୟା ନଗର ଗାଁରେ ଚଢ଼ାଉ କରି ଏକ ଅବୈଧ ଦେଶୀ ବନ୍ଧୁକ ତିଆରି ଓ ମରାମତି କାରଖାନାକୁ ଧ୍ୱଂସ କରିଛି।ଏହି ଚଢ଼ାଉ…

ବାଲିଗୁଡାରେ ଝଡ଼ ସହ ବର୍ଷା, ବସ ଷ୍ଟାଣ୍ଡ ଅଞ୍ଚଳରେ ଡ୍ରେନ ଯାମରେ ଅସୁବିଧା

ବାଲିଗୁଡା,୦୫/୦୫ ସୁକାନ୍ତ କୁମାର ତ୍ରିପାଠୀ ଆଜି ବାଲିଗୁଡା ଅଞ୍ଚଳରେ ହଠାତ୍ ଘଡଘଡି ସହିତ ଜୋର ପବନ ବର୍ଷା ହେବାରୁ ଜନଜୀବନ କିଛି ସମୟ ପାଇଁ ପ୍ରଭାବିତ ହୋଇଛି। ଅପରାହ୍ନ ସମୟରେ ଆକାଶ ମେଘାଚ୍ଛନ୍ନ ହୋଇ ପରେ ମେଘଗର୍ଜନ ସହିତ ବର୍ଷା ଆରମ୍ଭ ହୋଇଥିଲା।ବିଶେଷକରି ସ୍ଥାନୀୟ ବସ ଷ୍ଟାଣ୍ଡ…

ପଶ୍ଚିମବଙ୍ଗ ଜୟ ପରେ ବାଲିଗୁଡାରେ ବିଜେପିର ଉଲ୍ଲାସ, ପଟାକା ଓ ମିଠା ବଣ୍ଟନରେ ଉତ୍ସବମୁଖର ପରିବେଶ

ବାଲିଗୁଡା, ତା. ୦୫/୦୫ : ସୁକାନ୍ତ କୁମାର ତ୍ରିପାଠୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଦଳର ସଫଳତା ପରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ନଗରରେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ମାହୋଳ ଦେଖିବାକୁ ମିଳିଛି। ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥଙ୍କ ନେତୃତ୍ୱରେ ବିଜେପି…

ଗଞ୍ଜାମ ଜିଲ୍ଲା ଦଶମ ଶ୍ରେଣୀ ବ୍ଲକ ସ୍ତରୀୟ ଟପରଙ୍କୁ ସମ୍ବର୍ଦ୍ଧନା

ଆସିକା,୩/୫/୨୬ ଗଣେଶ ପାଣିଗ୍ରାହୀ: ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ରେ ସର୍ବୋଚ୍ଚ ନମ୍ବର ରଖି ଧରାକୋଟ ବ୍ଲକ ସ୍ତରରେ ଟପର ହୋଇଥିବା ବାସୁଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ଢଉଗାଁ ର ଛାତ୍ରୀ ସାନିଆ ମୁନି (୫୪୦) ଗ୍ରେଡ a, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଡ୍ଡୀ ଦାମୋଦର ପଲି ର ଛାତ୍ର ବି.…

ଦାରିଙ୍ଗବାଡ଼ିରେ ଦେଶୀ ବନ୍ଧୁକ ଜବତ, ବନ୍ୟପ୍ରାଣୀ ଶିକାର ଯୋଜନା ଫାଶ

ଦାରିଙ୍ଗବାଡ଼ି,୦୪/୦୫: ସୁକାନ୍ତ କୁମାର ତ୍ରିପାଠୀ ଦାରିଙ୍ଗବାଡ଼ି ଥାନା କେସ ନମ୍ବର ୧୦୬, ତାରିଖ ୦୩.୦୫.୨୦୨୬ ଅନୁଯାୟୀ ଅସ୍ତ୍ର ଆଇନ ୨୫(୧-ବି)(ଏ) ଅଧୀନରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ବିଶ୍ୱସନୀୟ ସୂଚନାର ଆଧାରରେ ପୋଲିସ ପାର୍ଟାମାହା ଜଙ୍ଗଲରେ ଚଢ଼ାଉ…
error: Content is protected !!