ବୀର ସେନା ପକ୍ଷରୁ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କୁକୁଡାଖଣ୍ଡି, (ଇ. ରଞ୍ଜନ):- କୁକୁଡାଖଣ୍ଡି ବ୍ରହ୍ମପୁର ଉପକଣ୍ଠ ଗୁରୁଣ୍ଠି ଟେକ୍ନୋସିଟି ଅଞ୍ଚଳରେ ପ୍ରାୟ ଏକର ଜମି ରେ ରାମ ଲାଲା ଙ୍କ ୬୦ପୁଟ ବିଶିଷ୍ଟ ରାମ ମନ୍ଦିର ପ୍ରତିଷ୍ଠା ଲାଗି ଅଣ୍ଟା ଭିଡ଼ିଚାଲିଛନ୍ତି ପ୍ରାୟ ୧0ଖଣ୍ଡ ଗ୍ରାମର ଯୁବ ଫିଡି । ବହୁ ଦିନ ଧରି ମନ୍ଦିର ନିର୍ମାଣ ନେଇ!-->!-->!-->…