ସରକାରୀ ବସ ଧକ୍କାରେ ରେ ଅଙ୍ଗନୱାଡି କର୍ମୀ ଙ୍କ ମୃତ୍ୟୁ :ବିଧାୟକ ଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ହଟିଲା
ତୁମୁଡିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ତୁମୁଡିବନ୍ଧ ବ୍ଲକ ବେଲଘର ଅଂଚଳରେ ଗତକାଲି ଶନିବାର ସରକାରୀ ବସ ଧକ୍କାରେ ରେ ଜଣେ କର୍ତ୍ତବ୍ୟ ନିଷ୍ଠ ଅଙ୍ଗନୱାଡି କର୍ମୀ ସ୍ନେହଲତା ମଝିଆସେଠ ଙ୍କ ଜୀବନ ଚାଲି ଯାଇଥିଲା |ଅନ୍ୟପଟେ ମୃତ ଅଙ୍ଗନବାଡି କର୍ମୀ ଙ୍କ ଶବ କୁ ତୁମୁଡିବନ୍ଧ ମୁଖ୍ୟ!-->…