ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଏଗାରଟା ଠାରୁ ଦୁଇଟା ପର୍ଯ୍ୟନ୍ତ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅଭିଯୋଗ…

ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ହତ୍ୟା: ମୃତଦେହକୁ ବାଇକ୍‌ରେ ବାନ୍ଧି ଘୋଷାଡ଼ି ଘୋଷାଡ଼ି ନେଇ ରାସ୍ତାରେ ଫିଙ୍ଗି…

ଆର.ଉଦୟଗିରି, ( ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅଡବା ଥାନା କଟାମା ଗ୍ରାମରେ ସୋମବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପୂର୍ବତନ ୱାର୍ଡମେମ୍ବରଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି ଦୃର୍ବୁତ୍ତ।…

ଫେବୃଆରୀ 2025 ରେ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପ୍ରତିଦିନ ହାରାହାରି 130.5 ରେକ୍ମାଲ ପରିବହନ କରି, ରେକର୍ଡ ହାସିଲ…

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଫେବୃଆରୀ 2025 ମାସରେ, ପ୍ରତିଦିନ ହାରାହାରି 130.5 ରେକ୍ ଲୋଡିଙ୍ଗ୍ କରି ମାଲ ପରିବହନରେ ଏକ ଉଲ୍ଲେଖନୀୟ ପ୍ରଦର୍ଶନ ପଞ୍ଜିକରଣ କରିଛି । ମଣ୍ଡଳ ଗତ ମାର୍ଚ୍ଚ 2024 ରେ କରିଥିବା ତରୋ ନିଯୋରୋ ରେକର୍ଡ ଅତିକ୍ରମ କରିଛି,…

ବୁଗୁଡ଼ାରେ କ୍ଲକ୍ ଟାଓ୍ବାରର କ୍ଲକ୍ ଖରାପ, ସଜାଡିବାକୁ ଦାବି

ବୁଗୁଡା,(ସୋରେନ କୁମାର ପ୍ରଧାନ):- ବୁଗୁଡା ସହରର ମଦନ ମୋହନ ଛକରେ ଶୋଭା ପାଉଥିବା କ୍ଲକ୍ ଟାଓ୍ବାରରେ ଲାଗିଥିବା ଚାରୋଟିଯାକ କ୍ଲକ୍ ଦୀର୍ଘ ଦିନ ହେଲା ଖରାପ ହୋଇପଡିଥିଲା ବେଳେ ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି…

ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (ବିଚିତ୍ର ସାହୁ):- ନିମଖଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ତୋଷ କୁମାର ମହାପାତ୍ର,…

ବାଘଳା ସେକ୍ଟର ଓ ସୁନାଥର ପଞ୍ଚାୟତରେ କିଶୋରୀ ମେଳା ଅନୁଷ୍ଠିତ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- ବାଘଳା ସେକ୍ଟର ରେ ମଧ୍ୟ ସୁନାଥର ଜିପି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ୱିତ ଶିଶୁବିକାଶ ସୁପର ଭାଇଜର ପଦ୍ମାବତୀ ଦେବୀଙ୍କ ସଂଯୋଜନାରେ ରାଜୀବ ଗାନ୍ଧୀ କେନ୍ଦ୍ରରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ହୀନ…

ପୁରୁଷୋତ୍ତମପୁର ବ୍ଲକର ଭାଟ କୁମରଡ଼ା ସେକ୍ଟରରେ କିଶୋରୀ ମେଳା ଅନୁଷ୍ଠିତ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- ଭାଟକୁମରଡ଼ା ସେକ୍ଟର ରେ ରେ କିଶୋରୀ ମେଳା ସୁପରଭାଇଜର ଜୟନ୍ତୀ ସାବତଙ୍କ ସଂଯୋଜନାରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୋ ମୋହିନୀ ପୋଲାଈ, ସମିତି ସଭ୍ୟ କୋରନାଥ ସ୍ୱାଇଁ, ସ୍କୁଲ ଶିକ୍ଷକ…

ଜିଲ୍ଲାର ଆଶାକର୍ମୀ ମାନଙ୍କ ୮ ଦଫା ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର

ବ୍ରହ୍ମପୁର,ବିଚିତ୍ର ସାହୁ: ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ ଗଞ୍ଜାମ ଜିଲ୍ଲା’ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ରେଣୁବାଳା ସାହୁ ଏବଂ ଜିଲ୍ଲା ପ୍ରଭାରୀ ଶ୍ରୀମତୀ କୁମୁଦିନି ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ବ୍ରହ୍ମପୁର ସ୍ଥିତ ସି.ଡି.ଏମ.ଓ.ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଜିଲ୍ଲାର…

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ…

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ ଫେବୃଆରୀ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଜିଲ୍ଲାର ଟ୍ରେଜେରୀ…

୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଲେଣି

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର) :- ଭୁବନେଶ୍ଵର ଚିହ୍ନଟ ହୋଇଥିବା ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଛନ୍ତି। ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ…
error: Content is protected !!