ରାମଗିରିକୁ ବ୍ଲକ କରିବାକୁ ୧୧ ପଞ୍ଚାୟତର ଲୋକେ ଗୁହାରି କଲେ ଜିଲ୍ଲାପାଳଙ୍କୁ ।
ଆର. ଉଦୟଗିରି (ମନୋଜ କୁମାର ପାଢୀ):- ଜୋର ଧରୁଛି ବ୍ଲକ ପୁନର୍ଗଠନ ଦାବି । ଉଭୟ ନୁଆଗଡ ଓ ଉଦୟଗିରି ବ୍ଲକ ଅଞ୍ଚଳର ୧୧ ପଞ୍ଚାୟତର ଜନ ପ୍ରତିନିଧି ଓ ଶତାଧିକ ସ୍ଥାନୀୟ ବାସିନ୍ଦା ସୋମବାର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ଏକ ଦାବିପତ୍ର ଦେଇଛନ୍ତି। ଆର. ଉଦୟଗିରି ବ୍ଲକର ରାମଗିରି,!-->…