ବାଘଳା ସେକ୍ଟର ଓ ସୁନାଥର ପଞ୍ଚାୟତରେ କିଶୋରୀ ମେଳା ଅନୁଷ୍ଠିତ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାଶ):- ବାଘଳା ସେକ୍ଟର ରେ ମଧ୍ୟ ସୁନାଥର ଜିପି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ୱିତ ଶିଶୁବିକାଶ ସୁପର ଭାଇଜର ପଦ୍ମାବତୀ ଦେବୀଙ୍କ ସଂଯୋଜନାରେ ରାଜୀବ ଗାନ୍ଧୀ କେନ୍ଦ୍ରରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ହୀନ ଖୁଣ୍ଟିଆ, ଏ ଏନ ଏମ, ସି ହେଚ ଓ, ୱାର୍ଡ ମେମ୍ବର, ଶିକ୍ଷକ ମାନେ, ସେକ୍ଟର ସ୍ତରୀୟ ଅଙ୍ଗନୱାଡି କର୍ମୀ, ସହକର୍ମୀ,ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କିଶୋରୀ ମାନଙ୍କ ଉପରେ ଆଲୋକ ପାତ କରିଥିଲେ ଏବଂ ରାଜ୍ୟ ସରକାରଙ୍କ କିଶୋରୀ ମାନଙ୍କ ନିମନ୍ତେ କରାଯାଉଥିବା ସବୁ କାର୍ଯ୍ୟ କିପରି ହୋଇ ପାରିବ ତାଉପରେ ଅତିଥିମାନେ ବିସ୍ତୃତ ଭାବେ ବୁଝାଇଥିଲେ ।

You might also like
error: Content is protected !!