ମଦନ ମୋହନ ଙ୍କ ବ୍ରହ୍ମାଦ୍ରୀ ବିଜେ

ନୟାଗଡ (ପ୍ରଭାକର ଶିରୋମଣି):- ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ  ପୀଠରେ ଆରମ୍ଭ ହୋଇଥିବା ୨୧ ଦିନ ବ୍ୟାପୀ  ପବିତ୍ର ଚନ୍ଦନ ନୀତି ତଥା ଶ୍ରୀ ଜୀଉ ମାନଙ୍କର  ଚାପ କ୍ରୀଡା ନୀତି ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇ ଯାଇଛି…

ଦୁଇ ବରିଷ୍ଠ ସଦସ୍ୟ ବହିଷ୍କାର

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଗଂଜାମ ଓକିଲ ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ମନୋଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥଲା l ସର୍ବସମ୍ମତି କ୍ରମେ ସଂଘର ଦୁଇ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ମିନତୀ ରଥ ଓ ମୁରଲୀ ସାହୁଙ୍କୁ…

କୁଆପଥର ମାଡ଼ ବିମାନର ଜରୁରୀ ଅବତରଣ

ଖୋର୍ଦ୍ଧା,(ସଞ୍ଜୀବ କୁମାର):--ମଝି ଆକାଶରେ ଇଣ୍ଡିଗୋ ବିମାନରେ କୁଆପଥର ମାଡ଼-କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ, ସମସ୍ତ ଯାତ୍ରୀ ସୁରକ୍ଷିତ-ଶ୍ରୀନଗରରେ ଜରୁରୀ ଅବତରଣ କଲା ବିମାନ-୨୨୭ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ବିମାନ

ଖୋର୍ଦ୍ଧା(ଜିଲ୍ଲା ସଞ୍ଜୀବ କୁମାର):-ଜଟଣୀ:- ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଅବସରରେ ଜଟଣୀ ମହାବିଦ୍ୟାଳୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ରେଗୁଲାର ଓ ଏକ୍ସ ରେଗୁଲାରର ସମୁଦାୟ ୪୯୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ୩୯୨ଜଣ…

ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ପାଇଁ ମାର୍ଗଦର୍ଶକ ହେଉ

ଖୋର୍ଦ୍ଧା(ସଞ୍ଜୀବ କୁମାର):--ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ରଙ୍କ ଚିଠି-ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ମନ୍ଦିର ପ୍ରଶାସନକୁ ଚିଠି-ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଦାବି-'ଜ୍ୟୋତି ମାଲହୋତ୍ରା ଘଟଣାକୁ ନେଇ ସଚେତନ ହେବା…

ଆଉଜଣେପାକିସ୍ତାନୀଙ୍କୁଭାରତଛାଡ଼_ନିର୍ଦ୍ଦେଶ

ଖୋର୍ଦ୍ଧା(ସଞ୍ଜୀବ କୁମାର):--ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ-ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ-୨୪ ଘଣ୍ଟା ଭିତରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ-ଅଫିସିଆଲ୍‌ ଷ୍ଟାଟସ୍‌ ବାହାରକୁ ଯାଇ କାର୍ଯ୍ୟ କରୁଥିବା…

ପୁରୁଷୋତ୍ତମପୁର ଥାନା କୁ ଅଚାନକ ପରିଦର୍ଶନ ରେ ଆସି ବିଭିନ୍ନ ବିଷୟ ରେ ପଚାରିଲେ ଆସ୍କା ଏମପି,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ): ଆସ୍କା ସାଂସଦ ଅନିତା ଶୁଭ ଦର୍ଶିନୀ ଙ୍କ ଅଚାନକ ପୁରୁଷୋତ୍ତମପୁର ଥାନା ପରିଦର୍ଶନ କରି ଆଇନ ଶୃଙ୍ଖଳା ଉପରେ ପରଖି ବୁଝୁଥିବା ନେଇ ସମସ୍ତ ଜନ ସାଧାରଣଙ୍କ ପ୍ରଶଂସାର ପାତ୍ର ପାଲଟିଥିବା ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ସାଂସଦ ଶ୍ରୀମତୀ ଅନୀତା…

ଅନଶନ ବସିଲେ ଓ୍ବାଡ ନମ୍ବର ୧୪ ର ସଞ୍ଜୟ ଗାନ୍ଧୀ କଲନି

ଆର,ଉଦୟଗିରି(ମନୋଜ ପାଢୀ):- ପାରଳାଖେମୁଣ୍ଡି, 14 ନମ୍ବର ୱାର୍ଡ, ସଞ୍ଜୟ ଗାନ୍ଧୀ କଲନି ରେ ରହୁଥିବା ବସ୍ତି ବାସିନ୍ଦା ଙ୍କ ସମସ୍ୟା କୁ ନେଇ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ସମୁଖରେ ଆମରଣ ଅନସନ କରାଯାଇଛି. ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ…

ଗାଁରେ ଜଳ ସମସ୍ୟା: ଗଭୀର କୂଅରୁ ପାଣିକାଢ଼ିଦେଲେ ପାରଳା ବିଧାୟକ

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର କ୍ଷେତଡା ଗ୍ରାମରେ ଚାଲିଛି ଠାକୁରାଣୀ ଯାତ୍ରା। ଏଥିରେ ଯୋଗଦେବାପାଇଁ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯିବା ସମୟରେ ଗ୍ରାମବାସୀ ପାନୀୟ ଜଳ ସମସ୍ୟା ବିଷୟରେ ତାଙ୍କୁ ଅବଗତ କରାଇଥିଲେ। ଫଳରେ…

ଅପେରସନ ସିନ୍ଦୁରର ବିଜୟ ଯାତ୍ରା ରେ ଯୋଗ ଦେଲେ ପରିବହନ ମନ୍ତ୍ରୀ l

କୁକୁଡାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି ଭାରତର ଜମ୍ମୁ କଶ୍ମୀରର ପେହେଲଗାଁଓରେ ପାକିସ୍ଥାନର ଆତଙ୍କବାଦୀଙ୍କ ହିନ୍ଦୁ ପ୍ରତି ଅନ୍ୟାୟର ପ୍ରତିଷଦ ସଫଳ ନେଇ ଭାରତୀୟ ଙ୍କ ମନ ରେ ଦୃଢ ସମର୍ଥନ କୁ ନେଇ ସାରା ଭାରତ ବର୍ଷରେ ବିଭିନ୍ନ ପ୍ରାନ୍ତ ରେ ପାକିସ୍ତାନ ଆତଙ୍କବାଦୀ ମୂଳ ଉତ୍ପାଦନ…
error: Content is protected !!