ଖୋର୍ଦ୍ଧା(ସଞ୍ଜୀବ କୁମାର):-
-ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ
-ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ନିର୍ଦ୍ଦେଶ
-୨୪ ଘଣ୍ଟା ଭିତରେ ଦେଶ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ
-ଅଫିସିଆଲ୍ ଷ୍ଟାଟସ୍ ବାହାରକୁ ଯାଇ କାର୍ଯ୍ୟ କରୁଥିବା ଅଭିଯୋଗ
-ପାକ୍ ହାଇକମିଶନ ମୁଖ୍ୟଙ୍କୁ ଏନେଇ ପୂର୍ବରୁ ଚେତାବନୀ ଦିଆଯାଇଥିଲା
-ଯେପରି କେହି ପଦବୀର ଅପବ୍ୟବହାର ନ କରନ୍ତି ତାଗିଦ୍ କରାଯାଇଥିଲା
