ପିପୁଲ୍ସ କଲେଜ ଛାତ୍ରୀ ରୂପାଲି ‘ ରାଜୀବ ଗାନ୍ଧୀ ‘ ପୁରସ୍କାର ପାଇଁ ମନୋନୀତ
ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):
ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଓ ଯୁବ ରେଡକ୍ରସ୍ ୟୁନିଟର ସ୍ୱେଚ୍ଛାସେବୀ ରୂପାଲି ପାତ୍ର ତାଙ୍କର ଉତ୍ସର୍ଗୀକୃତ ସମାଜସେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର – ୨୦୨୫ ପାଇଁ!-->!-->!-->…