କୁଆପଥର ମାଡ଼ ବିମାନର ଜରୁରୀ ଅବତରଣ Uncategorized By News Nerve Posted On May 22, 2025 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):--ମଝି ଆକାଶରେ ଇଣ୍ଡିଗୋ ବିମାନରେ କୁଆପଥର ମାଡ଼-କୁଆପଥର ମାଡ଼ରେ ବିମାନ କ୍ଷତିଗ୍ରସ୍ତ, ସମସ୍ତ ଯାତ୍ରୀ ସୁରକ୍ଷିତ-ଶ୍ରୀନଗରରେ ଜରୁରୀ ଅବତରଣ କଲା ବିମାନ-୨୨୭ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଶ୍ରୀନଗର ଯାଉଥିଲା ବିମାନ Share