ଖୋର୍ଦ୍ଧା(ସଞ୍ଜୀବ କୁମାର):-
-ଛତିଶା ନିଯୋଗ ନାୟକ ପାଟ୍ଟଯୋଶୀ ଜନାର୍ଦ୍ଦନ ମହାପାତ୍ରଙ୍କ ଚିଠି
-ଶ୍ରୀମନ୍ଦିର ସୁରକ୍ଷା ସଂପର୍କରେ ମନ୍ଦିର ପ୍ରଶାସନକୁ ଚିଠି
-ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଦାବି
-‘ଜ୍ୟୋତି ମାଲହୋତ୍ରା ଘଟଣାକୁ ନେଇ ସଚେତନ ହେବା ଉଚିତ୍’
-‘ଶ୍ରୀଜଗନ୍ନାଥ ମନ୍ଦିରକୁ ଆସୁଥିବା ସମସ୍ତ ଜନସାଧାରଣ ଭକ୍ତ ନୁହନ୍ତି’
-‘ଅନେକ ବ୍ୟକ୍ତି ମଦ୍ୟପାନ କରି ଶ୍ରୀମନ୍ଦିରକୁ ଆସୁଛନ୍ତି’
-‘ସରକାର ପୁରୀକୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିବାସ ସ୍ଥଳୀ ଅପେକ୍ଷା…
-… ପର୍ଯ୍ୟଟନ କ୍ଷେତ୍ର ଭାବରେ ଅଧିକ ପ୍ରଚାର କରୁଛନ୍ତି’
-‘ଏହା ଅତ୍ୟନ୍ତ ଗର୍ହିତ କାର୍ଯ୍ୟ, ଲୋକଙ୍କୁ ସଚେତନ କରାଯାଉ’
