୧୨ ଅପରାଧୀ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଗଞ୍ଜାମ ପରେ ଏବେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ୬ଟି ବେଆଇନ୍ ବନ୍ଧୁକକୁ ପୋଲିସ ଜବତ କରିଛି l ବଡ଼ବଜାର,ସଦର,ନିମଖଣ୍ଡି ଓ ଦିଗପହଣ୍ଡି ଥାନାରେ ୪ଟି ମାମଲା ରୁଜୁ ହୋଇଛି l ପୋଲିସ ୧୨ଜଣ ଅପରାଧୀଙ୍କୁ ଗିରଫ କରିଛି l ୬ଟି ବନ୍ଧୁକ ସହ ଗୁଳି,ଖଣ୍ଡା ଏବଂ ଶାବଳ…

ପୁରୁଷୋତ୍ତମପୁର ବସଷ୍ଟାଣ୍ଡଠାରେ ଏନଏସି ଅଧକ୍ଷ ଙ୍କ ତରଫରୁ ପାଞ୍ଚଠାକୁରାଣୀ ଙ୍କ ପୂଜାର୍ଚନା

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟ ରେ ଏନଏସି ଅଧକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଙ୍କ ତରଫରୁ ସହର ରେ ଚାଲିଥିବା ପଞ୍ଚ ଠାକୁରାଣୀ କନକା, କାଳୀ, କାଳୁଆ, ତାରା ତାରିଣୀ, ଓ ଫୁଲ ସୁନ୍ଦରୀ ଙ୍କ ନଗର ପରିଭ୍ରମାଣ ସମୟ ରେ ମାଆଙ୍କୁ ପୂଜାର୍ଚନା କରି ଜଗତ…

ଛତିଶ ଗଡ଼ ବିଳାସ ପୁର ସିଆର ଏଫ ଯବାନ ଶିକୁଳା ଗ୍ରାମର ସନ୍ତୋଷ ବେହେରା ଙ୍କ ଅନ୍ତିମ ସଂସ୍କାର,

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ଛତିଶ ଗଡ଼ ବିଳାସପୁରରେ କାର୍ଯ୍ୟରତ ସିଆରପିଏଫ୍ ଯବାନ ତଥା ପୁରୁଷୋତ୍ତମ ପୁର ବ୍ଳକ ଶିକୁଳା ଗ୍ରାମର ବାସିନ୍ଦା ସନ୍ତୋଷ କୁମାର ବେହେରା ଙ୍କ ଗତ ୧୯ ତାରିଖରେ ଅକାଳ ବିୟୋଗ ଘଟିଛି ଆଜି ମରଶରୀରକୁ ସନ୍ତୋଷଙ୍କ ଗ୍ରାମକୁ ଅଣାଯିବା ପରେ ସେଠାରେ ଏକ…

ପାରଳାଖେମୁଣ୍ଡି ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ଖେଳ ପଡିଆ ର ଉନ୍ନତିକରଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର

ଆର,ଉଦୟଗିରି(ମନୋଜ ପାଢୀ);-ଛାତ୍ର ସଂଗଠନ ନେତାମାନେ ଓ ସ୍ଥାନୀୟ ବୁଦ୍ଧିଜୀବୀଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟ କଲେଜ ର ପଡିଆ ର ବିକାଶ ପାଇଁ କାର୍ଯ୍ୟ କରିବାକୁ କହିଥିଲେ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ର ଜିଲ୍ଲାପାଳଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ…

ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନାରେ ନାହିଁ ବସ ଷ୍ଟାଣ୍ଡ ଯାତ୍ରୀ ହଟହଟା

ଆର,ଊଦୟଗିରି,(ମନୋଜ କୁମାର ପାଢୀ):- ରାଜ୍ୟର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନାରେ ନାହିଁ ଯାତ୍ରୀ ମାନଙ୍କ ଲାଗି ବସ ଷ୍ଟାଣ୍ଡ । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ତଥା ମୋହନ ବ୍ଲକ କଥା । ହଁ ଆଜ୍ଞା …ଗଜପତି ଜିଲ୍ଲା କହିଲେ ସମସ୍ତଙ୍କ ମନରେ ଏକ ସାଧାରଣ ଜ୍ଞାନ ର…

ପୁରୁଷୋତ୍ତମପୁର ବ୍ଳକ ରେଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ବ୍ଳକ ର ବିଡ଼ିଓ ଙ୍କ ପ୍ରକୋଷ୍ଟ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ର 15 ଗୋଟି ପଞ୍ଚାୟତ ରେ ତାଙ୍କର ଅନୁପସ୍ଥିତି ରେ ତାଙ୍କ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ, ଏବଂ ବ୍ଳକ ଅଧକ୍ଷା ପିଙ୍କି…

+୨ ବିଜ୍ଞାନରେ ଛାତ୍ର ଦିପକ ସାହୁ ବୁଗୁଡ଼ା ବ୍ଲକ ଟପ୍ପର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): +୨ ବିଜ୍ଞାନ ପରୀକ୍ଷା ଫଳପ୍ରକାଶ ପାଇବା ପରେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦୀପକ ସାହୁ ସର୍ବାଧ‌ିକ ୫୦୯ (୮୪.୮୩% ) ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥ‌ିବା ଜଣାଯାଇଛି । ବୁଗୁଡା ବ୍ଳକ ଅନ୍ତର୍ଗତ ୩ଟି…

+୨ କଳା ପରୀକ୍ଷାରେ କାମାକ୍ଷା ପ୍ରସାଦ ବିଶ୍ବାଳ ବୁଗୁଡ଼ା ବ୍ଲକ୍ ଟପ୍ପର

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ଚଳିତ ବର୍ଷର +୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର କାମାକ୍ଷା ପ୍ରସାଦ ବିଶ୍ବାଳ ସର୍ବାଧିକ ୫୦୮ (୮୪.୬୬%) ନମ୍ବର ରଖୁ ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବୁଗୁଡ଼ା…

ଉତ୍କଳ ଛାତ୍ର ସଂଘ, ବୁଗୁଡ଼ା ପକ୍ଷରୁ ଉତ୍କଳ ମେଧା ସମ୍ମାନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଛାତ୍ର ସଂଘ ପକ୍ଷରୁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି…

ମୁମ୍ବାଇ ଆପାର୍ଟମେଣ୍ଟ ଛାତଭୁଶୁଡି ମରିବା ରେ ପୁରୁଷୋତ୍ତମପୁର ଚାଙ୍ଗୁଡ଼ିଆ ପଦର ନୂଆଙ୍ଗା ର ମାଆ ଓ ଦୁଇ ଝିଅ

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଚାଙ୍ଗୁଡିଆ ପଦର ନୂଆଙ୍ଗା ର ପ୍ରମିଳା ସାହୁ, 55, ସ୍ୱାମୀ କାଳୁ ଚାରଣ ସାହୁ , ବଡ଼ ଝିଅ ସୁଜାତା ପାଢ଼ୀ, 36ବର୍ଷ ସେ ଚାନ୍ଦୁଲି ଗ୍ରାମରେ ବିବାହ କରି ମୁମ୍ବାଇ ରେ ରହୁ ଛନ୍ତି , ସେହିପରି ସାନ ଝିଅ ସୁନିତା…
error: Content is protected !!