ବିଜେଡି ଏସପିଙ୍କୁ ଭେଟିଲା
ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗତ ବୁଧବାର ସନ୍ଧ୍ୟା ସମୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଥିଲା l କିଛି ଅଣ ଛାତ୍ର ପ୍ରବେଶ କରିଥିଲେ l ବିଶ୍ୱବିଦ୍ୟାଳୟର ଛାତ୍ର ମାନଙ୍କ ଉପରେ ମାରଣlତ୍ମକ ଆକ୍ରମଣ ହୋଇଥିଲା l ଏହାର ଉଚ୍ଚିତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜୁ ଯୁବ ଛାତ୍ର!-->!-->!-->…