ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର – ଅଣଛାତ୍ର ମୁହାଁମୁହିଁ ,ଏକାଧିକ ଆହତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର – ଅଣଛାତ୍ର ମୁହାଁମୁହିଁ ହୋଇଛନ୍ତି ।ଏକାଧିକ ଆହତ ହୋଇଥିବା ଜଣାପଡିଛି । ଆହତ ମାନେ ଚିକିତ୍ସା ନିମନ୍ତେ ଏମକେସିଜିରେ ଭର୍ତ୍ତି ହୋଇଥିବା ସୂଚନା ।

You might also like
error: Content is protected !!