କାରରେ ଆସିଲେ ଦୁଇ ଯୁବକକୁ ଆକ୍ରମଣ କରି ଚମ୍ପଟ ମାରିଲେ ଦୁର୍ବୁତ୍ତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଲାଞ୍ଜିପଲ୍ଲୀ ବାଇପାସ ନିକଟସ୍ଥ ଏକ ଚା ଦୋକାନ ନିକଟରେ ଦୁଇ ଯୁବକକୁ ପଥରରେ ଆକ୍ରମଣ କରିବା ସହ ମାଡ଼ମାରି ଘଟଣା ସ୍ଥଳରୁ ଚମ୍ପଟମାରିଲେ ଦୁର୍ବୁତ୍ତ । ଉକ୍ତ କାରରେ ୪ରୁ ୫ଜଣ ଦୁର୍ବୁତ୍ତ ଆସି ରୋଡ଼ ମଝିରେ ଉତ୍ତମ ଓ ପ୍ରୀତମ ନାମକ ଦୁଇ ଯୁବକକୁ ମାରପିଟ କରିଥିବା ସୂଚନା ରହିଛି ।*

You might also like
error: Content is protected !!