ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଏସ୍ ଏମ୍ ଆଇ ଟି ଠାରେ ସଡ଼କ ଦୁର୍ଘଟଣା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କୁଶପୁର ନିକଟସ୍ଥ ଏସ୍ ଏମ୍ ଆଇ ଟି ଠାରେ ସଡ଼କ ଦୁର୍ଘଟଣା। ଆହତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି।

You might also like
error: Content is protected !!