ପଞ୍ଚୁଦଣ୍ଡ ପରିଚାଳନା ସମିତିର ୩୭ତମ ବାର୍ଷିକ ତେରଦଣ୍ଡ ମିଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡ଼ା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୭ତମ ବାର୍ଷିକ ତେରଦଣ୍ଡ ମିଳନ ସମାରୋହ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଗୋଇବନ୍ଧ ସ୍ଥିତ ସାତାଜାର୍ଗୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ସମିତିର ମୁଖ୍ୟ…

୧୩୬ ବିଏସଏଫ ବାଟାଲିୟନ ଖମଣଖୋଲ ପକ୍ଷରୁ ଜନହିତକାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡ଼ା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲ ଅଞ୍ଚଳରେ ଅବସ୍ଥିତ ୧୩୬ ବିଏସଏଫ ବାଟାଲିୟନ କ୍ୟାମ୍ପ ପକ୍ଷରୁ ଏକ ଜନହିତକାରୀ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ଜନସାଧାରଣଙ୍କ ସହିତ ସୀମା ସୁରକ୍ଷା ବାହିନୀର…

ଆପଣଙ୍କ ଘରକୁ ସୁରକ୍ଷା ଶକ୍ତି “ଭାରତୀୟ ତାବିଜ : ଦୁଷ୍ଟ ଆଖି”

ଆପଣଙ୍କ ଘରକୁ ସୁରକ୍ଷା ଶକ୍ତି "ଭାରତୀୟ ତାବିଜ : ଦୁଷ୍ଟ ଆଖି"ଆପଣଙ୍କ ଘରକୁ ସୁରକ୍ଷା ଶକ୍ତି ଏବଂ ପାରମ୍ପରିକ ଆକର୍ଷଣରେ ପରିପୂର୍ଣ୍ଣ ସମାଜରେ ବଂଚିବାକୁ ହେଲେ ବା ଘର କରି ରହିବାକୁ ହେଲେ କେତେ ଜିନିଷକୁ ଧରି ଚାଲିବାକୁ ହୁଏ l ଆଜିର କିଛି ଟିପ୍ସ ଏହି ବସ୍ତୁଟି ହେଉଛି ଏକ ଦୃଷ୍ଟି ବୋମ୍ମା…

୨୦୨୬ ବର୍ଷର ଆଜି ପ୍ରଥମ ସୂର୍ଯ୍ୟଗ୍ରହଣ, ଓଡ଼ିଶା ଉପରେ ପ୍ରଭାବ ନାହିଁ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ଅମାବାସ୍ୟାାରେ ସଂଗଠିତ ହେବ । ଏହା ଆଫ୍ରିକାର ଦକ୍ଷିଣରେ, ଦକ୍ଷିଣ ଆମେରିକାର ଦକ୍ଷିଣରେ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ, ଭାରତ ମହାସାଗରର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଓ ଆଣ୍ଟାର୍କଟିକାର କିଛି…

ଶିବରାତ୍ରୀ ରେ ଜଟଣୀ ୩ୟ ପଥ ଉତ୍ସବ ଶିବ ଭକ୍ତି ଓ ପ୍ରେମ ରେ ସଫଳ ହେଲା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୩ୟ ପଥ ଉତ୍ସବକୁ ସ୍ବତନ୍ତ୍ର ଭାବରେ ଶିବ ପ୍ରେମୀ ଓ ଭକ୍ତଙ୍କ ପାଇଁ କରଯାଇଥିଲା ବୋଲି ମୂଖ୍ୟ ଆୟୋଜକ ଡଃ ରୁଷି ପଟ୍ଟନାୟକ କହିଥିଲେ।ଉତ୍ସବ ଅଧକ୍ଷ ଶ୍ରୀ ବିଶ୍ୱରଞ୍ଜନ୍ ବଡ଼ଜେନାଙ୍କ ନେତୃତ୍ଵ ରେ ଆଜି ବିରାଟ ସଫଳତା ହାସଲ କରିଛି। ଜଟଣୀ ବିକାଶ ପରିଷଦର…

ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ୪୪ କେଜି ଗଞ୍ଜେଇ ଜବତ, ଚୋରା ଚାଲାଣକାରୀ ଫେରାର

କ.ନୂଆଗାଁ: ୧୭/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ପକ୍ଷରୁ ଧୂଙ୍ଗିଆଦେବୀ ମନ୍ଦିର ନିକଟରେ ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ପୋଲିସ ଦଳ ଉକ୍ତ ଅଞ୍ଚଳରେ ସନ୍ଦେହଜନକ ଭାବେ ଥିବା ଜଣେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦେଖିଥିଲେ। ପୋଲିସ ଗାଡ଼ିକୁ…

ଚିକିତ୍ସା ପାଇଁ ଯାଇ ଫେରୁଥିବା ବେଳେ ବୃଦ୍ଧ ନିଖୋଜ

ବାଲିଗୁଡା, ୧୬/୨ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରୁ ଜଣେ ବୃଦ୍ଧ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ବ୍ୟକ୍ତି ହେଲେ ବାଲିଗୁଡା ଥାନା ଅଧୀନସ୍ଥ ଦଡକଙ୍ଗିଆ ପଂଚାୟତର ପଲମକା ଗ୍ରାମର ସାରବି ମଳିକ। ପରିବାର ସୂତ୍ରରୁ ପ୍ରକାଶ, ଗତ…

ମହାଶିବରାତ୍ରୀ ପାଇଁ ଶୈବପୀଠ ଚଳଚଞ୍ଚଳ: ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, ୧୫/୦୨ (ସୁକାନ୍ତ କୁମାର ତ୍ରିପାଠୀ):ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି। ଭୋରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁମାନଙ୍କ ଭିଡ଼ ବିଭିନ୍ନ ଶିବମନ୍ଦିରରେ ଲାଗିଥିଲା।ଅଞ୍ଚଳର ପ୍ରମୁଖ…

ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ

ବାଲିଗୁଡା,୧୫/୦୨:ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ଅଧୀନ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ଅନୁସାରେ, ହରିପୁର ସଂରକ୍ଷିତ…

ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ

ବାଲିଗୁଡା, ୧୫/୦୨ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର କେଳାପଡା ନିକଟରେ ପୋଲିସ ପକ୍ଷରୁ ଚାଲିଥିବା ନିୟମିତ ପାଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି।ପୋଲିସ…
error: Content is protected !!