ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ

ବାଲିଗୁଡା, ୧୫/୨ ସୁକାନ୍ତ କୁମାର ତ୍ରିପାଠୀ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଆନୁକୂଳ୍ୟରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଯାତ୍ରା ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଦୀର୍ଘ ସାତ ଦିନ ପରେ ଉଦଯାପିତ ହୋଇଯାଇଛି। ମହିଳାମାନଙ୍କୁ ସ୍ୱାବଳମ୍ବୀ…

ଆଇଆଇଟି ଭୁବନେଶ୍ବରରେ ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଭୁବନେଶ୍ବର ୧୨ ଫେବୃଆରୀ ୨୦୨୬ ରେ ଏହାର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ମାନ୍ୟବର ଇଲେକ୍ଟ୍ରୋନିକଆଣ୍ଡ ଆଇଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ…

ଖୋର୍ଦ୍ଧା ଜିଲ୍ଲା ଜଟଣୀ ର “ୟୁଥ ଫର ନ୍ୟସନାଲ ” ର ସହ ସହ ଯୁବ ଛାତ୍ର ମନେ ଏକ କ୍ୟାଣ୍ଡାଲ ଶୋଭାଯାତ୍ର

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ହେଉଛି ଫ୍ରେବୁଆରି ୧୪ ତାରିଖ, ଦୀର୍ଘ ୭ ବର୍ଷ ତଳେ ଆଜିର ଦିନରେ ପୁଲବାମା ରେ ସହିଦ ହୋଇଥିଲେ ଭାରତର ବୀର ୪୦ ଯବାନ।ଦେଶ ଏବଂ ରାଜ୍ୟ ଯେତେ ବେଳେ ଭଲପାଇବାର ଦୀନ ପାଳନ କରୁଥିଲା ସେତେବେଳେ ୪୦ ସହିଦ ପରିବାର ଲୁହରେ ଦିନଟିକୁ ପାଳୁଥିଲେ। ସହିଦ ମାନଙ୍କ…

ସର୍ବଭାରତୀୟ ବଡି ବିଲ୍ଡିଂ ପ୍ରତିଯୋଗିତାରେ ଦିଲ୍ଲୀପ ପାତ୍ରଙ୍କ ସ୍ୱର୍ଣ୍ଣ ଜୟ

ବାଲିଗୁଡା, ୧୪/୦୨ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲାର ବାଲିଗୁଡା ପାଇଁ ଗର୍ବର କଥା। ସ୍ଥାନୀୟ ଯୁବ କ୍ରିଡ଼ାବିଦ୍ ଦିଲ୍ଲୀପ ପାତ୍ର ସର୍ବଭାରତୀୟ ସ୍ତରୀୟ ବଡି ବିଲ୍ଡିଂ (ସୁନ୍ଦର ସ୍ୱାସ୍ଥ୍ୟ) ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ନାମ ଉଜ୍ଜ୍ୱଳ…

ଆଗୁଆ ହେବ ସ୍ନାତକ ସ୍ନାତକୋତ୍ତର ନାମଲେଖା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୨୦୨୬-୨୭ ବର୍ଷ ପାଇଁ ଆଗୁଆ ହେବ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ଜୁଲାଇ ୧୦ରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗର ଯୋଜନା ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଓ ଜୁନ୍ ୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଏନେଇ ସବୁ ବିଶ୍ବବିଦ୍ୟାଳୟ…

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଦେହାନ୍ତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଉ ନାହାଁନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ୧୯୯୫-୨୦୦୦ ମସିହା ଯାଏଁ ଚୌଦ୍ଵାର ବିଧାୟକ ଥିଲେ ୧୯୮୮-୯୪ ମସିହା ଯାଏଁ ରାଜ୍ୟସଭା…

ସିଓବି ବାରଖାମାରେ ୧୩୬ ବିଏନ ବିଏସଏଫଙ୍କ ନାଗରିକ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକ୍ରମ

ବାଲିଗୁଡା, ୧୩/୦୨: ସୁକାନ୍ତ କୁମାର ତ୍ରିପାଠୀ ବୋର୍ଡ଼ର ସ୍ୱେକୁରିଟି ଫୋର୍ସ ର ୧୩୬ ବଟାଲିଆନ୍ ଅଧୀନ ‘ସି’ କୋୟ ପକ୍ଷରୁ ସିଓବି ବାରଖାମାରେ ଶୁକ୍ରବାର ଏକ ନାଗରିକ କାର୍ଯ୍ୟାନୁଷ୍ଠାନ (ସିଭିକ୍ ଆକ୍ସନ୍) କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପୁର୍ବାହ୍ନ ୧୧ଟା ୧୫ରୁ ଅପରାହ୍ନ ୨ଟା ୩୦…

ଭାରତ ବନ୍ଦର ପ୍ରଭାବ ବାଲିଗୁଡ଼ାରେ ଜନଜୀବନ ଆଂଶିକ ଭାବେ ପ୍ରଭାବିତ

ବାଲିଗୁଡ଼ା, ୧୨/୦୨ : ସୁକାନ୍ତ କୁମାର ତ୍ରିପାଠୀ ଦେଶବ୍ୟାପୀ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକର ପ୍ରଭାବ ଆଜି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଆଂଶିକ ଭାବେ ଦେଖିବାକୁ ମିଳିଛି। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କୃଷକ ସଂଗଠନମାନଙ୍କ ଆହ୍ୱାନରେ ପାଳିତ ଏହି ବନ୍ଦ ଫଳରେ ସହରର ଦୈନିକ ଜୀବନ…

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା: ଆଦିବାସୀ ଲୋକନୃତ୍ୟରେ ମଞ୍ଚ ଦୁଲୁକିଲା

ବାଲିଗୁଡା : ୧୨/୦୨ ସୁକାନ୍ତ କୁମାର ତ୍ରିପାଠୀ ଗତକାଲି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଗୁଡା ଯାତ୍ରା ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଚତୁର୍ଥ ସାଂସ୍କୃତିକ ସନ୍ଧ୍ୟା ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଗୀତରେ ମନୋମୋହନୀ ହୋଇଉଠିଥିଲା। କନ୍ଧମାଳର ଅଗ୍ରଣୀ…

ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ-୨୦୨୬ ଉଦ୍ୟାପିତ : ଫୁଲବାଣୀ ଚ୍ୟାମ୍ପିୟନ

ବାଲିଗୁଡା,୧୧/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଳ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ ଚଳିତ ମାସ ୪ ତାରିଖରେ ଆରମ୍ଭ ହୋଇ ୧୧ ତାରିଖରେ ଉଦ୍ୟାପିତ ହୋଇଛି।ଫାଇନାଲ…
error: Content is protected !!