୨୮ ତମ ଜାତୀୟ କଳିଙ୍ଗ ନାଟକ ମହୋତ୍ସବରେ ବାଲିଗୁଡାର ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟକାର ପ୍ରମୋଦ ଦଣ୍ଡସେନା…

ବାଲିଗୁଡା, ୨୩/୦୨ ସୁକାନ୍ତ କୁମାର ତ୍ରିପାଠୀ ଓଡ଼ିଶାର ସର୍ବପୁରାତନ ତଥା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ “ଶତାବ୍ଦୀ ର କଳାକାର” ପକ୍ଷରୁ ଆୟୋଜିତ ୨୮ତମ ଜାତୀୟ କଳିଙ୍ଗ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ…

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ : ଡେପୁଟି ରେଞ୍ଜର ଏପର୍ଯ୍ୟନ୍ତ ଫେରାର

ବାଲିଗୁଡା, ୨୩/୦୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ଘଟିଥିବା ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିବା ତିନି ଜଣ ଶିକାରୀଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ଶିକାରୀମାନେ…

ଟ୍ରାକ୍ଟର ଡାଲାରେ ବସି ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ରଛାତ୍ରୀ : ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବାଲିଗୁଡା : ୨୨/୦୨ ସୁକାନ୍ତ କୁମାର ତ୍ରିପାଠୀ ଚଳିତ ବର୍ଷର ମେଟ୍ରିକ ପରୀକ୍ଷାର ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ପ୍ରାୟ ତିରିଶିରୁ ଅଧିକ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଟ୍ରାକ୍ଟର ଡାଲାରେ ବସି ତିନି କିଲୋମିଟର ଦୂରରେ ଥିବା…

ବିପଦର ବନ୍ଧୁ ପକ୍ଷରୁ ବାଲିଗୁଡ଼ାରେ ଦେୟମୁକ୍ତ ଖାଦ୍ୟ ବଣ୍ଟନ ଜାରି

ବାଲିଗୁଡ଼ା, ୨୨/୦୨: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳରେ “ବିପଦର ବନ୍ଧୁ” ନାମକ ଏକ ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ଦେୟମୁକ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ନିୟମିତ ଭାବେ ଜାରି ରହିଛି। ୨୦୨୬ ମସିହା ଫେବୃୟାରୀ ୨୨ ତାରିଖରେ ମଧ୍ୟ ପୂର୍ବବତ୍…

ସନ୍ଥ ନିରାରଙ୍କାରୀ ମିଶନ,ଚୈତନ୍ୟପୁର ଶାଖl ତରଫରୁ “ନୁଆଁ ପୋଖରୀ ” ର ସଫେଇ ଅଭିଯାନ

ଚୈତନ୍ୟପୁର, ଜଗନ୍ନାଥ ନାୟକ: ଦିବ୍ୟ ଆତ୍ମନ,ଧନ୍ ନିରଙ୍କାର ଜୀ, ଜଳ ହିଁ ଜୀବନ; ଜଳ ଆମ ଜୀବନରେ ଅନେକ ମହତ୍ଵ ରଖେ । ଜଳର ମହତ୍ଵ ବୁଝିବା ସହିତ ତାର ଯତ୍ନ ନେବା ଉଚିତ । ଏହି କଥାକୁ ହୃଦୟରେ ଧାରଣକରି ସନ୍ଥ ନିରଙ୍କାରୀ ମଣ୍ଡଳ ର ସଦଗୁରୁ ମାତା ସୁଦୀକ୍ଷା ଜୀ ମହାରାଜଙ୍କ ଅସୀମ କୃପାରୁ…

ବିଏସଏଫ୍ ପକ୍ଷରୁ ଜନଜାତି ଯୁବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ଆଦିବାସୀ ମହାବିଦ୍ୟାଳୟର ସଫଳତା

ବାଲିଗୁଡା, ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ ବଡର ସ୍ୱେଛୁରିଟି ଫୋର୍ସ (ବିଏସଏଫ୍) ପକ୍ଷରୁ ଆୟୋଜିତ ଜନଜାତି ଯୁବ ଆଦାନପ୍ରଦାନ କାର୍ଯ୍ୟକ୍ରମରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର +୩ ଶ୍ରେଣୀର ୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି।…

+୩ ଷଷ୍ଠ ସେମିଷ୍ଟର ମୂଲ୍ୟାୟନ କେନ୍ଦ୍ର ହେଲା ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ

ବାଲିଗୁଡା: ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟକୁ ଏହିବର୍ଷ +୩ ଷଷ୍ଠ ସେମିଷ୍ଟର ପରୀକ୍ଷାର ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଛି। ଏହାକୁ ନେଇ ମହାବିଦ୍ୟାଳୟ ପରିବାର ମଧ୍ୟରେ ଆନନ୍ଦର ଲହରୀ ଦେଖାଦେଇଛି।ମହାବିଦ୍ୟାଳୟର…

ବୃତ୍ତି ପରୀକ୍ଷାରେ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର କୃତିତ୍ୱ

ବାଲିଗୁଡା, ୨୦/୦୨ ସୁକାନ୍ତ କୁମାର ତ୍ରିପାଠୀ ଚଳିତ ୨୦୨୫–୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦୁତୀୟ…

କରଡ଼ା ଘାଟିରେ ମହୁଲ ବୋଝେଇ ଟ୍ରକ୍ ଖସିଲା: ଡ୍ରାଇଭର ଗୁରୁତର

ବାଲିଗୁଡ଼ା: ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ୍‌ର କରଡ଼ା ଘାଟିରେ ଏକ ମହୁଲ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ର ଡ୍ରାଇଭର ଗୁରୁତର ଆହତ ହୋଇଥିବା ସୂଚନା…

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ

ବାଲିଗୁଡା, ୧୯/୦୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରୁତୁଙ୍ଗିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି…
error: Content is protected !!