ଆଦିତ୍ୟ ବାହିନୀ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ

ବ୍ରହ୍ମପୁର, ନୁଜନର୍ଭ: ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ ଓ ପୀଠ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଭାରତୀୟ ନବବର୍ଷ ସ୍ଥାନୀୟ ପାତାଳେଶ୍ବର ମନ୍ଦିର ପରିସରରେ ପାଳିତ ହୋଇ ଯାଇଛି। କ୍ଷେତ୍ରୀୟ ସମ୍ପାଦକ ଡଃ ହୃଷୀକେଶ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ…

ବାଲିଗୁଡାରେ ଘଡଘଡି ସହିତ ବର୍ଷା

ବାଲିଗୁଡା,୧୯/୦୩ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଆଜି ଅପରାହ୍ନରେ ହଠାତ୍ ଘଡଘଡି ସହିତ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅପରାହ୍ନ ୨.୩୦ ରୁ ୩ଟା ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିଥିଲା।ଘନ ମେଘ ଆକାଶକୁ ଆଛାଦିତ କରିବା ସହ ଘଡଘଡିର ଶବ୍ଦରେ…

ଜଙ୍ଗଲ ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ-ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା,୧୮/୦୩ ସୁକାନ୍ତ କୁମାର ତ୍ରିପାଠୀ ଜଙ୍ଗଲରେ ଘଟୁଥିବା ବନାଗ୍ନୀକୁ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ବାଲିଗୁଡା ବନଖଣ୍ଡ ପକ୍ଷରୁ ପାରମ୍ପରିକ ନୃତ୍ୟ-ଗୀତ ଏବଂ ପଥପ୍ରାନ୍ତ ନାଟକ ମାଧ୍ୟମରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ବନାଗ୍ନୀର ଝୁମକି ବଢ଼ୁଥିବା ଖରା…

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

ବାଲିଗୁଡା, ୧୭/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାର ଯାତ୍ରା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା’ ପାଟଖଣ୍ଡା ସେବତୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିବାରୁ…

ଜନଗଣନା ବ୍ରାଣ୍ଡ୍‌ ଆମ୍ବାସଡର ହେଲେ ସୁଦର୍ଶନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ବାସଡର ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ ବାଲୁକା କଳା ମଧ୍ୟରେ ଲୋକଙ୍କୁ…

ଶ୍ରୀ ନୀଳମାଧଵ ଙ୍କ ଚନ୍ଦନ ଚାପ ପ୍ତାସ୍ତୁତି ବୈଠକ ଅନୁଷ୍ଠିତ  

ନୟାଗଡ଼(ପ୍ରଭାକର ଶିରୋମଣି):-  କଣ୍ଟିଲୋ ବିଜେ ପ୍ରଭୂ ଶ୍ରୀ ନୀଳମାଧଵ ଜୀଉଙ୍କ ପାରମ୍ପରିକ ଚନ୍ଦନ ଯାତ୍ରା ଅପ୍ରେଲ ମାସ ୨୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଠାରୁ ୨୧ ଦିନ ବ୍ୟାପୀ ଅନୁଷ୍ଠିତ ହେଵ l ଏଥିପାଇଁ ଶ୍ରୀ ଜୀଉଙ୍କ ପାରମ୍ପରିକ ଭଉଁରୀ…

ଫ୍ରେବୁଆରୀ ମଧ୍ୟ ଭାଗରେ କଣ୍ଟିଲୋ ମହୋତ୍ସବ

ନୟାଗଡ଼(ପ୍ରଭାକର ଶିରୋମଣି):-   ନୟାଗଡ଼ ଜିଲ୍ଳା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠରେ ଆସନ୍ତା ୨୯ ତାରିଖରେ ପାରମ୍ପରିକ ଐତିହାସିକ ଭୈମୀ ଏକାଦଶୀ ମେଳା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଏଥିପାଇଁ ଖଣ୍ଡପଡା ଦେବୋତ୍ତର ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆସନ୍ତା ୧୯…

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭାରତୀୟ ରେଳବାଇର ଜଣେ ବରିଷ୍ଠ ଅଧିକାରୀ ତଥା ଭାରତୀୟ ରେଳବାଇ ବୈଦ୍ୟୁତିକ ଇଞ୍ଜିନିୟରିଂ ସେବା (IRSEE) ର ସଦସ୍ୟ ଶ୍ରୀ ପି.କେ. ବେହେରାଙ୍କୁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (DRM) ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।ଶ୍ରୀ…

ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ବାଲିଗୁଡା,୧୭/୩ : ସୁକାନ୍ତ କୁମାର ତ୍ରିପାଠୀକନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ମହାସିଙ୍ଗି ଗ୍ରାମରେ ଥିବା ଲକ୍ଷ୍ମୀ ମନ୍ଦିରରେ ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଭକ୍ତିମୟ ପରିବେଶରେ ତିନି ଦିନ ଧରି ଅନୁଷ୍ଠିତ ହୋଇ ମଙ୍ଗଳବାର ଦିନ ଉଦଯାପିତ…

ଗ୍ୟାସ୍ ଯୋଗାଣରେ ଅନିୟମିତତା: ସମ୍ପୃକ୍ତ ବିତରକଙ୍କ କାର୍ଯ୍ୟାଳୟରେ ଉପଭୋକ୍ତାଙ୍କ ଭିଡ଼

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସମ୍ପ୍ରତି ବ୍ୟବସାୟିକ ଗ୍ୟାସ୍ ଅଭାବ ନେଇ ସହରର ବହୁ ହୋଟେଲ ଓ ଖାଦ୍ୟାଳୟ ବନ୍ଦ ରହିଥିବା ଦେଖାଯାଇଛି। କିଛି ସ୍ଥାନରେ ଘରୋଇ ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରି ବ୍ୟବସାୟ ଚଳାଇବା ସହ ବାହାରେ ବ୍ୟବସାୟିକ ସିଲିଣ୍ଡର ରଖି…
error: Content is protected !!