ବ୍ଲକ୍ କଲୋନୀ ବିଦ୍ୟାଳୟର ୫୩ତମ ବାର୍ଷିକ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ

ବାଲିଗୁଡା, ୨୧/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ୍ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଧୁମଧାମରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି…

ଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ପିଲା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୯୯୩୦ ଛାତ୍ରଛାତ୍ରୀ ଅନୁପସ୍ଥିତ ଏନେଇ ଗୃହରେ ତଥ୍ୟ ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ‘୫ ଲକ୍ଷ ୪୬ ହଜାର ୮୭୬ ଜଣ ପିଲା ଫର୍ମ ଫିଲ୍‌ଅପ୍‌ କରିଥିଲେ’ ମାତ୍ର ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୩୬ ହଜାର ୯୪୬…

ହିନ୍ଦୁ ନବବର୍ଷ ପାଳନ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ, ବିଶାଲ ଶୋଭାଯାତ୍ରା

ନୂଆପଡ଼ା,(ଏସ.ଏମ.ପି):- ନୂଆ ପଡ଼ା ଜିଲ୍ଲା ଖଡିଆଳ ହିନ୍ଦୁ ନବବର୍ଷ ପାଳନ କମିଟି ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ – ହୋଇଯାଇଅଛି। ଏହି ରାଷ୍ଟ୍ରୀୟ - ନବବର୍ଷ ପାଳନ ଉପଲକ୍ଷେ ବିଶାଲ ସାଂସ୍କୃତିକ ଶୋଭାଯାତ୍ରା ଖଡିଆଳ । ଦଧୂବାମନ ମନ୍ଦିର ପରିସର ମଧ୍ୟରୁ ବାହାରି ଅଗ୍ରେସନ୍…

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

ଭୁବନେଶ୍ୱର,(ଏସ.ଏମ.ପି):- ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ସମ୍ବନ୍ଧରେ ଆଜି ବଳଦେବ ସେନା ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ ପ୍ରତିବର୍ଷ ହେଉଥିବା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ସମୟରେ ରଥ…

୫.୫୬ କୋଟି ଠକେଇ ଅଭିଯୁକ୍ତ ବାପାମା’ ଗିରଫ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଯାଜପୁର କୋରେଇ BEO ଅଫିସରୁ ୫.୫୬ କୋଟି ଠକେଇ ମାମଲା ଫେରାର ଅଭିଯୁକ୍ତ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ ଗତକାଲି ପୁଅ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଥିଲା। ଘରୋଇ ବ୍ୟାଙ୍କ୍ ଭଦ୍ରକ ଶାଖା ମୁଖ୍ୟ…

ଘଡଘଡି ସହିତ ବାଲିଗୁଡାରେ ବର୍ଷା, ଗରମରୁ ମିଳିଲା ରାହତ

ବାଲିଗୁଡା, ତା. ୨୦/୦୩ :ସୁକାନ୍ତ କୁମାର ତ୍ରିପାଠୀ: କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ଆଜି ଅପରାହ୍ନ ସମୟରେ ହଠାତ୍ ଘଡଘଡି ସହିତ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଅପରାହ୍ନ ୩ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ବର୍ଷା ତୁହାକୁ ତୁହା ଜାରି ରହିଥିଲା।ଘନ ମେଘ ଆକାଶକୁ…

ମାର୍ଚ୍ଚ ୩୧ ସୁଦ୍ଧା କନ୍ଧମାଳ ହେବ ମାଓମୁକ୍ତ : ଡିଜିପି ୱାଇ.ବି. ଖୁରାନିଆ

କନ୍ଧମାଳ : ୨୦/୦୩: ସୁକାନ୍ତ କୁମାର ତ୍ରିପାଠୀ ରାୟଗଡ଼ା–କଳାହାଣ୍ଡି–କନ୍ଧମାଳ ଜଙ୍ଗଲ ସୀମାନ୍ତରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀଙ୍କ ଜୋରଦାର ଅପରେସନ ଚାଲିଛି। ହାର୍ଡକୋର ମାଓ ନେତା ଶୁକ୍ରୁଙ୍କୁ ଘେରି ରଖିଥିବା ବେଳେ ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଡିଜିପି…

ମନ୍ଦାସା ରୋଡ ରେଳ ଷ୍ଟେସନରେ ବ୍ରହ୍ମପୁର–ବିଶାଖାପାଟଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବ୍ରହ୍ମପୁର ଏକ୍ସପ୍ରେସର ପରୀକ୍ଷାମୂଳକ ରହଣିଖୋର୍ଧା ରୋଡ୍, ୨୦.୦୩.୨୦୨୬:ଜନସାଧାରଣଙ୍କ ଦୀର୍ଘଦିନର ଦାବି ଓ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ, ତାରିଖ ୨୦.୦୩.୨୦୨୬ ଠାରୁ ମନ୍ଦାସା ରୋଡ ରେଳ ଷ୍ଟେସନରେ ବ୍ରହ୍ମପୁର–ବିଶାଖାପାଟଣା–ବ୍ରହ୍ମପୁର…

ଋଷିମାଳ ପର୍ବତରେ ପ୍ରକୃତି ଶିବିର ଆୟୋଜିତ

ବାଲିଗୁଡା, ୨୦/୦୩: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବୁଡ଼ାଗୁଡ଼ା ସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ତମାଙ୍ଗି ଗ୍ରାମ ନିକଟସ୍ଥ ଋଷିମାଳ ପର୍ବତରେ ଏକ ପ୍ରକୃତି ଶିବିର ଆୟୋଜିତ ହୋଇଯାଇଛି।…

ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ର ତୀବ୍ର ବିରୋଧ ପରେ ପୂର୍ବ ନିଷ୍ପତି କୁ ପ୍ରତ୍ୟାହାର…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା କିଛି ଅସାମାଜିକ ତତ୍ତ୍ୱଙ୍କ ଏକ ପତ୍ର କୁ ତର୍ଜମା ନକରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ସଭାପତି ପ୍ରକାଶ କୁମାର…
error: Content is protected !!