ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଲିଗୁଡ଼ାରେ ଲଗାଣ ବର୍ଷା, ଜନଜୀବନ ବିପର୍ଯ୍ୟସ୍ତ ଗାଜଲବାଡ଼ି ଘାଟି ଦ୍ୱିତୀୟ ଦିନ ପାଇଁ…
ବାଲିଗୁଡ଼ା,୨୮/୧୦: ସୁକାନ୍ତ କୁମାର ତ୍ରୀପାଠୀ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ପାଣିପାଗରେ ପରିବର୍ତ୍ତନ ଘଟିବା ସହ ଲଗାଣ ବର୍ଷା ଓ ଥଣ୍ଡା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ଓ ପବନ ଯୋଗୁଁ!-->…