ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା କାଲି RBI ଡାଟା ସେଣ୍ଟର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀସଡ଼କ ପଥରେ ଫେରିବାର କାର୍ଯ୍ୟକମ ଥିବାରୁ ଟ୍ରାଫିକ୍ କଟକଣା ଜାରିସନ୍ଧ୍ୟା ୫ଟା ୪୦ରୁ ୬ଟା ୪୦ ଯାଏଁ ଟ୍ରାଫିକ୍ କଟକଣା RBI ଡାଟା ସେଣ୍ଟର, ଇନଫୋଭାଲି, ତଳଖେତ, ଭୁଆସୁଣୀ ଛକ ଏନ୍ଏଚ୍ ୧୬, ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବିଏନ୍ ଛକ ପାୱାର ହାଉସ, ଲୋକ ଭବନ, ଏଜି ଓ ହସ୍ପିଚାଲ ଛକରେ ଯାତାୟାତ କଟକଣା ବିକଳ୍ପ ରାସ୍ତା ବ୍ୟବହାର ସହ ଅତିରିକ୍ତ ସମୟ ହାତରେ ରଖିବାକୁ ପରାମର୍ଶ l
