ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ ଆଶଙ୍କା: ୨୮ରେ କନ୍ଧମାଳ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ବାଲିଗୁଡ଼ା, ୨୭/୧୦: ସୁକାନ୍ତ କୁମାର ତ୍ରିପାଠୀ : ସମ୍ଭାବ୍ୟ ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ କନ୍ଧମାଳ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା ୨୮ ତାରିଖ ବୁଧବାର ଦିନ ବନ୍ଦ ରଖିବାକୁ ଜିଲ୍ଲା…

କ.ନୂଆଗାଁ ପୋଲିସର ବଡ଼ ସଫଳତା, ୨୨ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ; ଯୁବକ ଗିରଫ

କ.ନୂଆଗାଁ, ୨୭/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ରୋକିବା ଦିଗରେ କ.ନୂଆଗାଁ ପୋଲିସକୁ ମିଳିଛି ସଫଳତା। ପୋଲିସ ପେଟ୍ରୋଲିଂ ସମୟରେ ସନ୍ଦେହଜନକ ଅବସ୍ଥାରେ ଗଞ୍ଜେଇ ନେଇ ଯିବାକୁ ଅପେକ୍ଷା କରିଥିବା ଜଣେ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ…

ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ନୂତନ ପଦାଧିକାରୀ ନିଯୁକ୍ତି

ବାଲିଗୁଡା: ୨୬/୧୦ : ସୁକାନ୍ତ କୁମାର ତ୍ରିପାଠୀ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ କାର୍ଯ୍ୟାଳୟ 'ଶଙ୍ଖ ଭବନ', ଭୁବନେଶ୍ୱର ପକ୍ଷରୁ ଏକ ଅଫିସ୍ ଅର୍ଡର ଜରିଆରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବ୍ଲକ ଏବଂ ନଗର ପାଇଁ ନୂତନ ସଭାପତି ଓ କାର୍ଯ୍ୟକାରୀ…

ଭକ୍ତିମୟ ପରିବେଶରେ ବାଲିଗୁଡ଼ାରେ ଗଜଲକ୍ଷ୍ମୀ ପୂଜା ପାଳିତ

ବାଲିଗୁଡ଼ା, ୨୫/୧୦ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରରେ ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ସହିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳିତ ହୋଇଛି। ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ସୁଖ ଓ ସମୃଦ୍ଧିର ଦେବୀ ମା’ ଲକ୍ଷ୍ମୀଙ୍କ ଆରାଧନାକୁ ନେଇ ପୂଜାମଣ୍ଡପରେ ଭକ୍ତିମୟ ପରିବେଶ…

ଗୀତ ଗାଇ ମେଲୋଡି ମଞ୍ଚ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ଗଞ୍ଜାମ | ଜଗନ୍ନାଥ ନାୟକ ll ଦିଗପହଣ୍ଡି ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ଅବସରରେ ଆୟୋଜିତ ମେଲୋଡି କାର୍ଯ୍ୟକ୍ରମରେ ସଙ୍ଗୀତର ମାହୋଲରେ ଝୁମିଲେ ଦର୍ଶକ। ଏହି ଅବସରରେ ଓଡ଼ିଶାର ବୁଲ୍‌ବୁଲ୍‌ ଭାବେ ପରିଚିତ କଣ୍ଠଶିଳ୍ପୀ ଈରା ମହାନ୍ତିଙ୍କ ମେଲୋଡି କାର୍ଯ୍ୟକ୍ରମ…

ପ୍ରଶାନ୍ତ ପାଢ଼ୀଙ୍କୁ ଚିକିଟି ବ୍ଲକ ବିଜେଡି ଉପସଭାପତି ଦାୟିତ୍ୱ, ଅଞ୍ଚଳରେ ଖୁସିର ଲହରି

ଚିକିଟି l ଗଞ୍ଜାମ l ଜଗନ୍ନାଥ ନାୟକ ll ଚିକିଟି ବ୍ଲକ ବିଜୁ ଜନତା ଦଳ (ବିଜେଡି)ର ଉପସଭାପତି ଭାବେ ପ୍ରଶାନ୍ତ ପାଢ଼ୀଙ୍କୁ ମନୋନୀତ କରାଯାଇଛି। ତାଙ୍କୁ ଏହି ନୂତନ ଦାୟିତ୍ୱ ମିଳିବା ପରେ ଚାନ୍ଦପୁରୁ, ନୂଆପଡ଼ା ଓ ଲାଲମେଣ୍ଟା ଅଞ୍ଚଳରେ ଖୁସିର ମାହୋଲ ଦେଖିବାକୁ ମିଳିଛି।ପ୍ରଶାନ୍ତ ପାଢ଼ୀ ଜଣେ…

କ.ନୂଆଗାଁରେ ୨୨ କେଜି ଗଞ୍ଜେଇ ଜବତ, ମହିଳା ଚାଲାଣକାରୀ ଗିରଫ

କ.ନୂଆଗାଁ, ୨୫/୧୦:ସୁକାନ୍ତ କୁମାର ତ୍ରିପାଠୀ :କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ପୁଲିସର ଅଭିଯାନ ଜାରି ରହିଥିବା ବେଳେ କ.ନୂଆଗାଁ ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ଚାଲିଥିବା ସମୟରେ ଦାରିଙ୍ଗବାଡ଼ି ଛକରୁ ୨୨ କେଜି ଗଞ୍ଜେଇ ସହ ଜଣେ…

ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧ ଶୁଭମ୍ ରଥ ଚାମ୍ପିୟନ୍

ପୁରୀ,(ଏସ.ଏମ.ପି):- ପୁରୀରେ ‘ସାବୁତ ନିଯୋଗ ଇଷ୍ଟେଟ୍ ଚେସ୍ ବ୍ୟାଟଲ୍ ସିଜନ୍-୧’: ଶୁଭମ୍ ରଥ ଚାମ୍ପିୟନ୍ପୁରୀ: ଶ୍ରୀକ୍ଷେତ୍ର ପୁରୀର ଚକ୍ରତୀର୍ଥ ରୋଡ୍ ସ୍ଥିତ ଚକ୍ରତୀର୍ଥ ମନ୍ଦିର ପରିସରରେ ଶ୍ରୀମନ୍ଦିର ପଞ୍ଚତୀର୍ଥ ସେବାୟତ ସାବୁତ ନିଯୋଗ ଇଷ୍ଟେଟ୍ ପକ୍ଷରୁ ଦୁଇଦିନିଆ ‘ସାବୁତ ନିଯୋଗ…

ବାତ୍ୟା ଆଶଙ୍କାରେ କନ୍ଧମାଳ ପ୍ରଶାସନ ସଜାଗ ବାଲିଗୁଡ଼ାରେ କୁହୁଡ଼ିର ଆସ୍ତରଣ, ବର୍ଷା ଆଶଙ୍କା

ବାଲିଗୁଡ଼ା, ୨୫/୧୦: ସୁକାନ୍ତ କୁମାର ତ୍ରିପାଠୀ : କନ୍ଧମାଳ ଜିଲ୍ଲାରେ ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ଆଜିଠାରୁ ଥଣ୍ଡାର ପ୍ରକୋପ ବଢ଼ିବା ସହ ଆସନ୍ତା ୨୭ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ…

ବାତ୍ୟା ଆଶଙ୍କାରେ ବଢ଼ିଲା ସତର୍କତା; ଅକ୍ଟୋବର ୨୮ ଓ ୨୯ରେ ସ୍କୁଲ୍, କଲେଜ ଛୁଟି ଘୋଷଣା

ଖୋର୍ଦ୍ଧା ଜିଲ୍ଲା l ସଞ୍ଜୀବ କୁମାର ll ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା। ବାତ୍ୟାର ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ସ୍ୱରୂପ ୫ଟି ଜିଲ୍ଲାରେ ଦୁଇ ଦିନ ସ୍କୁଲ୍, କଲେଜ ଛୁଟି ଘୋଷଣା କରାଯାଇଛି। ଅକ୍ଟୋବର ୨୮ ଓ ୨୯ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ…
error: Content is protected !!