ଜିଲ୍ଲାସ୍ତରୀୟ ଗୋପବନ୍ଧୁ ସ୍ମାରକ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସଫଳତାର ସହ ଅନୁଷ୍ଠିତ
ଫୁଲବାଣୀ,୧୩/୦୭ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ଚିଦାନନ୍ଦ ବିଦ୍ୟାଳୟରେ ଲୋକସେବକ ମଣ୍ଡଳ ପକ୍ଷରୁ ଜିଲ୍ଲାସ୍ତରୀୟ ଗୋପବନ୍ଧୁ ସ୍ମାରକ କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶାନ୍ତିଶୃଙ୍ଖଳାର ସହ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ସଂଖ୍ୟକ!-->…