ଗଞ୍ଜାମ ଓ ଗଜପତି ଜିଲ୍ଲାର ବକେୟା ପ୍ରକଳ୍ପ ଗୁଡ଼ିକର ତୁରନ୍ତ ମଞ୍ଜୁରୀ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ବ୍ରହ୍ମପୁର,(ବିଚିତ୍ର ସାହୁ):- ରାଜ୍ୟ ସରକାରଙ୍କ ଦ୍ଵାରା ନିକଟରେ ଅନୁମୋଦିତ ହୋଇଥିବା ଐତିହାସିକ ଗ୍ରାମୀଣ ଭିତ୍ତିଭୂମି ଓ କୃଷି ପ୍ୟାକେଜ୍‌ରେ ଦକ୍ଷିଣ ଓଡ଼ିଶାର ଦୁଇ ପ୍ରମୁଖ ଜିଲ୍ଲା ଗଞ୍ଜାମ ଏବଂ ଗଜପତିର ବିଭିନ୍ନ ବକେୟା ଉନ୍ନୟନମୂଳକ ପ୍ରକଳ୍ପକୁ ସାମିଲ କରିବା ପାଇଁ ବ୍ରହ୍ମପୁର…

କାନେଡ଼। ଠାରେ ସୁଟିଂ ହେବ ଓଡ଼ିଆ ଫିଲ୍ମ୍ : କ।ନେଡିଆନ ପିଲ୍ମ୍ ନିର୍ମାତା ଦୀପା ମହାନ୍ତି

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ଓଡିଆ ଚଳଚିତ୍ର, ଟିଭି , ମଞ୍ଚ ଜଗତର ବହୁ ବିଶିଷ୍ଟ ଓ ବରିଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା,କ୍ୟାମେରା ମ୍ୟାନ , ସମୀକ୍ଷକ, ସାମ୍ବାଦିକ ଓ ଚଳଚିତ୍ର ପ୍ରେମୀଙ୍କୁ ନେଇ ଏକ ଆଲୋଚନ ଚକ୍ର ବା ଭାବର ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସୁଚାରୁରୂପେ…

ଅଗଷ୍ଟ ୧୫ ବା ତା ପୂର୍ବରୁ ଜେଲରୁ ରିଲିଜ ହେବେ ଦାରା ସିଂ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୧୯୯୯ରେ ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ଜୀଅନ୍ତା ଜାଳିବା ମାମଲାରେ ୨୬ ବର୍ଷ ହେଲା ଜେଲରେ ଅଛନ୍ତି ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ। ଏ ଘଟଣାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଦାରା ସିଂ। କେନ୍ଦୁଝରର…

ମୃତ୍ୟୁ ମୁହଁରୁ ଉଦ୍ଧାର କଲେ ଲୋକେ, ବାହାରକୁ ଆସିବା ପରେ ଗୋଡ଼ାଇଲା ଭାଲୁ।

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଅନୁଗୁଳ ଆଠମଲ୍ଲିକ ବ୍ଲକ୍ ଜଗନ୍ନାଥପୁର ଗ୍ରାମରେ ଦୁଇଟି ଭାଲୁ ଏକ କୂଅରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଭାଲୁଙ୍କୁ ଉଦ୍ଧାର ପାଇଁ ଆଗକୁ ଆସିଥିଲେ। ଦୀର୍ଘ ସମୟର ପ୍ରୟାସ ପରେ ଭାଲୁଙ୍କୁ ସୁରକ୍ଷିତ କୂଅରୁ ବାହାର କରାଯାଇଥିଲା। ହେଲେ ଠିକ୍ ସେହି ସମୟରେ…

ଜଗଦଳପୁରରେ ଡାକ ମେଳା: ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଓ ପୋଷ୍ଟାଲ ଜୀବନ ବୀମା ନେଇ ସଚେତନତା

କୁକୁଡାଖଣ୍ଡି,(ବିଜୟ.କୁମାର.ଗୌଡ଼):- ଦକ୍ଷିଣାଞ୍ଚଳ ଡାକ ବିଭାଗ ବ୍ରହ୍ମପୁର ଆନୁକୂଲ୍ୟରେ ଜଗଦଳପୁର ଡାକଘର ସହଯୋଗ ରେ ଗ୍ରାମର ଠାକୁରାଣୀ ମନ୍ଦିର ପାଠାଗାର ପରିସରରେ ଏକ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି। ଗ୍ରାମୀଣ ଡାକ ସେବକ କୈଳାଶ ଗମାଙ୍ଗଙ୍କ ସହଯୋଗରେ ଆୟୋଜିତ ଏହି ମେଳାରେ ବ୍ରହ୍ମପୁର…

ବାଲିଗୁଡାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ପାଳିତ : ତିଳତର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ

ବାଲିଗୁଡା, ୧୪/୭ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧୋତ୍ସବ ଅବସରରେ ସୋମବାର ବାଲିଗୁଡାରେ ତିଳତର୍ପଣ କାର୍ଯ୍ୟକ୍ରମ ସହ ସ୍ମୃତିଚାରଣ ସଭା ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବାଲିଗୁଡା ବସଷ୍ଟାଣ୍ଡ ନିକଟସ୍ଥ ପୁଷ୍କରିଣୀରେ ତିଳତର୍ପଣ…

ବ୍ଲକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ବ୍ୟବହାରଯୋଗ୍ୟ ଶୌଚାଳୟ ନାହିଁ, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବାଲିଗୁଡ଼ା, ୧୪/୦୭: ବାଲିଗୁଡ଼ା ବ୍ଲକ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ବ୍ୟବହାରଯୋଗ୍ୟ ଶୌଚାଳୟର ଅଭାବକୁ ନେଇ ବାଲିଗୁଡ଼ା ଜନ ପ୍ରତିନିଧି ସଂଘ ପକ୍ଷରୁ ମଙ୍ଗଳବାର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବ୍ଲକର ୧୩ଟି ପଞ୍ଚାୟତର ଜନପ୍ରତିନିଧିମାନେ ଏହି ଦାବିପତ୍ର…

କୁର୍ତ୍ତମଗଡ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗର ବଡ଼ ସଫଳତା: ବିପୁଳ ଶାଳ କାଠ ଜବତ, ୪ ଗିରଫ

ବାଲିଗୁଡ଼ା, ତା. ୧୪/୦୭: କନ୍ଧମାଳ ବନଖଣ୍ଡ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଉପଖଣ୍ଡ ବନ ଅଧିକାରୀ ଘନଶ୍ୟାମ ମହନ୍ତିଙ୍କ ନେତୃତ୍ୱରେ ମିଳିଥିବା ବିଶ୍ୱସ୍ତ ସୂଚନା ଆଧାରରେ ଦାରିଙ୍ଗବାଡ଼ି ରେଞ୍ଜର ବୁଡାଗୁଡା ସେକ୍ସନ ଅନ୍ତର୍ଗତ କୁର୍ତ୍ତମଗଡ ସଂରକ୍ଷିତ ଜଙ୍ଗଲରେ ରାତ୍ରି ପାଟ୍ରୋଲିଂ ସମୟରେ…

ଗଞ୍ଜୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା, ୧୩/୦୭: ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଗଞ୍ଜୁଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ “ମା’…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକ ବିଶ୍ୱ ବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି| ଏଥିରେ ସଂଘର ସଭାପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ | ସ୍ନାତ୍ତକୋତର ପରିଷଦର…
error: Content is protected !!