ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ ସଦର ବ୍ଲକ ହୀରମା ପଞ୍ଚାୟତର କନ୍ଦାଗାଡ଼ ଠାରେ ବିରୋଧ ଏକ ମନ୍ଦିରକୁ ପୂଜା କରିବା ପାଇଁ ମନ୍ତ୍ରୀ ଯାଇଥିବା ସମୟରେ ବିରୋଧ ସୁରେଶ ପୂଜାରୀଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଯୁକ୍ତିତର୍କ ମନ୍ତ୍ରୀ ଆସୁଥିବା ବେଳେ କର୍ମୀ ଓ ଅଧିକାରୀଙ୍କୁ ଜଣାଉ ନ ଥିବା ଅଭିଯୋଗ ବିରୋଧ ପ୍ରଦର୍ଶନ ନେଇ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ମିଳିପାରିନି
