ରାମନଗର-ଡେରାଡୁନ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାମନଗର-ଡେରାଡୁନ ଏକ୍ସପ୍ରେସକୁ ଭର୍ଚୁଆଲ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଯାହା ରାମନଗରକୁ ଡେରାଡୁନ ସହିତ ସଂଯୋଗ କରୁଥିବା ପ୍ରଥମ ସିଧାସଳଖ ଏକ୍ସପ୍ରେସ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ…

ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପି.ଆଇ.ବି):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ କକ୍ଷପଥକୁ ପ୍ରଥମ ଉତକ୍ଷେପଣ ପୂର୍ବରୁ ଏହାର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସକୁ ଶୁଭକାମନା ଜଣାଇଛନ୍ତି । ସେ ଏହାକୁ ଦେଶର ମହାକାଶ…

ଏମ୍ସ ଭୁବନେଶ୍ୱର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ

ଭୁବନେଶ୍ୱର,(ପି.ଆଇ.ବି):- ଏମ୍ସ ଭୁବନେଶ୍ୱର ଆଜି ଏହାର ଷଷ୍ଠ ସମାବର୍ତ୍ତନ ସମାରୋହକୁ ସଫଳତାର ସହିତ ପାଳନ କରିଛି। ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀ ସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ଉତ୍ସବରେ ମାନ୍ୟବର କେନ୍ଦ୍ର…

ନକଲି ପଦୋନ୍ନତି ଆଦେଶ; FIR ନିର୍ଦ୍ଦେଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ୍‌ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ବିଭାଗୀୟ ସଚିବ ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ ଏହି ଜାଲ୍‌ ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଖାରଜ ଓ ବିଶ୍ୱାସ…

୨୪ ଘଣ୍ଟାରେ ଦୁର୍ବଳ ହେବ ଲଘୁଚାପ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଗାଙ୍ଗେୟ ପଶ୍ଚିମବଙ୍ଗ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପାଖାପାଖି ସମୁଦ୍ରପତ୍ତନଠାରୁ ୫.୮ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇରହିଛି। ଏହାର ପ୍ରଭାବରେ ୩ଦିନ ପର୍ଯ୍ୟନ୍ତ ରାଜ୍ୟର…

ଖୁବ ଶୀଘ୍ର ଆୟୁଷ୍ମାନ ଯୋଜନାରେ ସାମିଲ ହେବେ କ୍ୟାନସର ରୋଗୀ

ଖୋର୍ଦ୍ଧା(ସଞ୍ଜୀବ କୁମାର):- ଓଡ଼ିଶାରେ ବର୍ଷେ ହେଲା ଏହି ଯୋଜନା ଲାଗୁ ହୋଇଛି। ଓଡ଼ିଶାରେ ୨୧ଶହ ହସ୍ପିଟାଲ ସହ ଅନୁବନ୍ଧିତ ହୋଇଛି। ୧୨୧ ପ୍ରକାର ଚିିକିତ୍ସା ସେବା ଯୋଗାଇ ଦିଆଯାଉଛି। ଆରୋଗ୍ୟ ସେତୁ ଜରିଆରେ ଏଆଇ ଜରିଆରେ ସ୍କାନ୍ ଆଣ୍ଡ ସେୟାର ବ୍ୟବସ୍ଥା ହୋଇଛି। ଏହା ଦ୍ୱାରା ରୋଗର…

ଗ୍ରାମାଞ୍ଚଳ ପାଇଁ ବଡ଼ ଘୋଷଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଗ୍ରାମାଞ୍ଚଳ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି ହେବ ନୂଆ ଜବ୍‌କାର୍ଡ ବ୍ୟବସ୍ଥା ଲାଗୁ କଲେ ସରକାର ନୂଆ ପଞ୍ଜୀକୃତ ପରିବାରଙ୍କୁ ମିଳିବ ରୋଜଗାର ଗ୍ୟାରେଣ୍ଟି କାର୍ଡ ପୁରୁଣା ଜବ୍‌କାର୍ଡ ନଷ୍ଟ…

ବାଲିଗୁଡ଼ା ପୁଲିସ କବଜାରେ ବାଇକ ଚୋରି ରାକେଟ: ୪ ଗିରଫ, ୫ ଚୋରା ବାଇକ ଓ ୨ ଭୁଜାଲି ଜବତ

ବାଲିଗୁଡ଼ା, ୧୮/୭: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅଞ୍ଚଳରେ କିଛିଦିନ ଧରି ବାରମ୍ବାର ଘଟୁଥିବା ବାଇକ ଚୋରି ଘଟଣାର ପର୍ଦ୍ଦାଫାଶ କରିବାରେ ବାଲିଗୁଡ଼ା ପୁଲିସ ବଡ଼ ସଫଳତା ହାସଲ କରିଛି। ପୁଲିସ ଏକ ସଂଗଠିତ ବାଇକ ଚୋରି ରାକେଟକୁ ଧରି ୪ ଜଣଙ୍କୁ ଗିରଫ କରିବା ସହ ୫ଟି ଚୋରା ମୋଟରସାଇକେଲ…

ଝିପିଝିପି ବର୍ଷା ମଧ୍ୟରେ ବାଲିଗୁଡ଼ାରେ ମହାସମାରୋହରେ ପାଳିତ ହେଲା ରଥଯାତ୍ରା

ବାଲିଗୁଡ଼ା, ୧୬/୦୭: ଝିପିଝିପି ବର୍ଷା ସତ୍ତ୍ୱେ ବାଲିଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଭକ୍ତି, ଉତ୍ସାହ ଓ ଉଦ୍ଦୀପନାର ସହ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ସକାଳୁ ମନ୍ଦିରର ଦ୍ୱାର ଫିଟା ପରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ସକାଳଧୂପ ନୀତି…

ସୁକୁଣ୍ଡା ଗ୍ରାମ ସ୍ଥିତ ଅଘୋରୀ ମଠ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଙ୍କ ଆଡ଼ମ୍ବର ସହିତ ରଥ ଟଣା…

ବ୍ରହ୍ମପୁର,(ବିଚିତ୍ର ସାହୁ):- ସୁକୁଣ୍ଡା ଗ୍ରାମ ସ୍ଥିତ ପାହାଡ଼ ଉପରେ ବିରାଜମାନ ଅଘୋରୀ ମଠ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଙ୍କୁ ଆଡ଼ମ୍ବର ସହିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପହଣ୍ଡି ବିଜେ କରି ରଥାରୁଢ଼ ହୋଇ ମହାରାଜା ଏମ୍ କ୍ରିଷ୍ଣା ପାତ୍ର ଙ୍କ ଦ୍ଵାରା ରଥରେ ଛେରା…
error: Content is protected !!