ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜଟଣୀ(ସଞ୍ଜୀବ କୁମାର): ଓଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ହାଟବଜାର ଏବଂ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବରପଦା ର ବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଉତ୍ସବର ମୁଖ୍ୟ ଅତିଥି ବଡଖବର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସ ସାମ୍ପ୍ରତିକ ଆଧୁନିକ ସମାଜର ଶିଶୁଙ୍କ ଚରିତ୍ର ଗଠନ କାର୍ଯ୍ୟ…

ସରୋଜଙ୍କୁ ଗୁରୁ ଦାୟିତ୍ଵ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ): ଗଞ୍ଜାମରୁ ବିଜେପି ସଭାପତିଙ୍କ ନାମ ଘୋଷଣା ହୋଇଛି l ସରୋଜ ସାବତଙ୍କୁ ଏହି ଗୁରୁ ଦାୟିତ୍ଵ ମିଳିଛି l ଏହି ଅବସରରେ ଶ୍ରୀ ସାବତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ବ୍ରହ୍ମପୁର ସାଂସଦ ଡ ପ୍ରଦୀପ ପାଣିଗ୍ରାହୀ,ବିଧାୟକ କେ ଅନିଲ କୁମାରଙ୍କ ସମେତ ବିଧାୟକ ପ୍ରମୁଖ…

ମନି ମାରାଥନ ଅନୁଷ୍ଠିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ) କିସ ଓ କିଟ୍ ମିନି ମାରାଥନ ଏଜୁକେସନ ଫର ଅଲ୍ -୨୦୨୫ ଏଠାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡକ୍ଚର ଶ୍ରର୍ବାଣା ବିବେକ୍ ଏମ୍ ଯୋଗ ଦେଇ ମାରାଥନର ଶୁଭାରମ୍ଭ କରିଥିଲେ lଏହି ମିନି ମାରାଥନ ସ୍ଥାନୀୟ ବ୍ରହ୍ମପୁର…

ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି |ଏହି ଅବସରରେ ଉପଖଣ୍ଡ ଚିକିଛାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡ଼କ୍ଟର ଶ୍ରବଣ କୁମାର ସାହୁକାର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଦେଇଥିଲେ…

ଜାତୀୟ ପତାକା ବିକ୍ରି କରି ପ୍ରଶଂସା ସାଉଁଟିଛନ୍ତି ଶଶୀ ସାହୁ

ତୁମୁଡ଼ିବନ୍ଧ(ସୁକାନ୍ତ କୁମାର ତ୍ରିପାଠୀ)ରାତି ପାହିଲେ ଦେଶ ପାଳିବ 76ତମ ସାଧାରଣ ତନ୍ତ୍ର ଦିବସ ଏଥିପାଇଁ ପଲି ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଚାଲିଛି ସାଜସଜ୍ଜା |ଏଥିପାଇଁ ବାଦ ପଡିନି ତୁମୁଡିବନ୍ଧ ବ୍ଲକ, ରଙ୍ଗ ବେରଙ୍ଗ ର ଜାତୀୟ ପାତାକ ସହ ଆଲୋକ ମାଳା ଝଲସି ଉଠୁଛି,ତେବେ ପୂରପଲିରେ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ନବ ନିର୍ମାଣ କୃଷକ ସଂଗଠନ

ଆର,ଉଦୟଗିରି (ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପକ୍ଷରୁ ଆଜି ବାରଟା ଠାରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ନବ ନିର୍ମାଣ କୃଷକ ସଂଗଠନ ଘେରାଉ କରିଛି। ସଙ୍ଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ଵରେ ବହୁ ଚାଷୀ…

ପିପୁଲ୍ସ କଲେଜରେ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ

ବୁଗୁଡ଼ା ,୨୫/୦୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମତଦାତା ଦିବସ ଅବସରରେ ” ଉମେନ୍ ପାର୍ଟିସପେସନ ଇନ୍ ଇଣ୍ଡିଆନ ଇଲେକ୍ସନ : ଟ୍ରେଣ୍ଡସ୍ ଆଣ୍ଡ୍ ଚ୍ଯାଲେଞ୍ଜସ୍ ” ଶୀର୍ଷକ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା l କଲେଜ…

ତାରାତାରିଣୀ ମହାବିଦ୍ୟାଳୟରେ ୧୫ତମ ଜାତୀୟ ମତଦାନ ଦିବସ ପାଳିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ପରିସରରେ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶହଶହ ଛାତ୍ରଛାତ୍ରୀ ଓ କର୍ମଚାରୀ ଶପଥପାଠ ପୂର୍ବକ ଏହି ଦିବସକୁ ମହାଆଡମ୍ବରରେ ପାଳନ କରିଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା…

ତାରାତାରିଣୀ ମହାବିଦ୍ୟାଳୟର କୃତିତ୍ୱ,

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ,,୨୫/୦୧/):-୧୫ ତମ ଜାତୀୟ ମତଦାନ ଦିବସ ଉପଲକ୍ଷେ ପୁରୁଷୋତ୍ତମପୁର ସହର ଷ୍ଟିତ ତାରା ତାରିଣୀ ମହାବିଦ୍ୟାଳୟରସଚେତନତା କାର୍ଯକ୍ରମ ପାଇଁ ଜିଲ୍ଲା ସ୍ତରୀୟ ପୁରସ୍କାର ମିଳିଛି | ସେଥି ନିମନ୍ତେ ତାରାତାରିଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର.ସୁରେନ୍ଦ୍ର…

ଗଜପତି ଜିଲ୍ଲା ସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳିତ

ଆର,ଉଦୟଗିରି (ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲା ସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି । ପ୍ରଥମେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ପେଲେସ୍ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ୱାକାଥନ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର…
error: Content is protected !!