ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି |ଏହି ଅବସରରେ ଉପଖଣ୍ଡ ଚିକିଛାଳୟ ମୁଖ୍ୟ ଚିକିତ୍ସାଧିକାରୀ ଡ଼କ୍ଟର ଶ୍ରବଣ କୁମାର ସାହୁକାର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିଭାଷଣ ଦେଇଥିଲେ |ବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତବାଲିଗୁଡାରେ ଉପଖଣ୍ଡ ଚିକିଛାଳୟ ଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

YouTube video

ଏଥିରେ ଡ଼କ୍ଟର, ଟେକନିସିଆନ, ଷ୍ଟାଫ୍ ନର୍ସ, ଏନମ, ଓ ଉପଖଣ୍ଡ ଚିକିଛାଳୟ ର ସମସ୍ତ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

You might also like
error: Content is protected !!