ଜାତୀୟ ମତଦାତା ଦିବସ ପାଳିତ

ଭଞ୍ଜନଗର(ଆଇ,ଏଣ୍ଡ.ପି.ଆର.ଓ):-ଉପଖଣ୍ଡସ୍ତରୀୟ 15 ତମ ଜାତୀୟ ମତଦାତା ଦିବସ ଶନିବାର ସ୍ଥାନୀୟ ଆର,ଏମ,ସି,ମାର୍କେଟ ପ୍ରାଙ୍ଗଣ ଠାରେ ପାଳିତ ହୋଇଯାଇଛି।ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ଗଠନରେ ଭୋଟର(ମତଦାତା) ମାନଙ୍କ କର୍ତ୍ତବ୍ୟ ଓ…

ବ୍ରହ୍ମପୁର ଠାରେ ୧୫ତମ ଜାତୀୟ ମତଦାତା ଦିବସ ପାଳିତ

ବ୍ରହ୍ମପୁର(ପ୍ରସନ୍ନ କୁମାର ଦାଶ,୨୫/୦୧):-- ବ୍ରହ୍ମପୁର,ଟାଉନ ହଲ ଠାରେ ଜାତୀୟ ମତଦାତା ସଚେତନତା ପାଇଁ ଏକ ରାଲି ସକାଳ ୮.୦୦ ଘଣ୍ଟା ସମୟରେ ଏକ ରାଲି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ଟାଉନ ହଲ ,ବ୍ରହ୍ମପୁର ପର୍ଯ୍ୟନ୍ତ ଯାଇଥିଲା l ଏହି ରାଲିକୁ ବ୍ରହ୍ମପୁର…

ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ 

ନୟାଗଡ(ପ୍ରଭାକର ଶିରୋମଣି ) ୨୫ l ୧ ନୟାଗଡ ଜିଲ୍ଲା ଖଣ୍ଡପଡା ମହିଳା ମହାବିଦ୍ୟାଳୟ ପରିସରରେ ଶୁକ୍ରବାର " ଜାତୀୟ କନ୍ୟା ସନ୍ତାନ ଦିବସ " ପାଳିତ ହୋଇ ଯାଇଛି l କନ୍ୟା ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ " ସଶକ୍ତ ବାଳିକା " ସମ୍ପର୍କ ରେ ଚଳିତ ବର୍ଷ ଜାତୀୟ କନ୍ୟା ସନ୍ତାନ ଦିବସ କୁ ଗୁରୁତ୍ୱ…

ପୁଲିସ କର୍ମଚାରୀ ଯଦି ଚୌରୀ କରେ ଚୋରକୁ ଧରିବ କିଏ ?

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଚୋର, ଡକାୟତଙ୍କୁ ସାବାଡ଼ କରିବା ପାଇଁ ପୋଲିସର ନିଯୁକ୍ତି ହୋଇଥାଏ l ଯଦି ପୋଲିସ ନିରୀହ ଲୋକଙ୍କଠୁଁ ଚୋରୀ କରେ ତେବେ ସାଧାରଣ ଲୋକେ କାହାକୁ ଗୁହାରି କରିବେ? ହଁ ଆଜ୍ଞା ଆମେ ଏକଥା କଉ ଫିଲ୍ମର କାଳ୍ପନିକ କାହାଣୀର କଥା କହୁନୁ, ଆମେ କହୁଛୁ ଗଜପତି ଜିଲ୍ଲା…

ଅଡବା ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଆର,ଉଦୟଗିରି(ମନୋଜ କୁମାର ପାଢୀ ):- ଗଜପତି ଜିଲ୍ଲା ପରିବହନ ବିଭାଗ ଦ୍ୱାରା ସଡ଼କ ସୁରକ୍ଷା ଦିବସ ପାଳନ କରାଯାଇଛି l ପ୍ରତ୍ୟେକ ଥାନା ଅଂଚଳ ରେ ଗଜପତି ଏସପିଙ୍କ ନିର୍ଦେଶ କ୍ରମେ ଅଡବା ଥାନା ଅଧିକାରୀ ଶୁଭ୍ରାକାନ୍ତ ପଣ୍ଡାଙ୍କ ଉପସ୍ଥିତରେ ହରଭଙ୍ଗୀ ମହାବିଦ୍ୟାଳୟ ର ଛାତ୍ରୀ ଛାତ୍ଙ୍କୁ ନେଇ…

ବରିଷ୍ଠଙ୍କ ଆଶୀର୍ବାଦ ଯୁବ ପୀଢ଼ିଙ୍କ ପାଇଁ ବରଦାନ     

ନୟାଗଡ(ପ୍ରଭାକର ଶିରୋମଣି):- ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ l ସେମାନଙ୍କ ନିଷ୍ଠା ଆଉ ତ୍ୟାଗ  ର ତୁଳନା ନାହିଁ l ବରିଷ୍ଟଙ୍କ ଉପସ୍ଥିତି ପରିବାର ଭିତରେ ଶୃଙ୍ଖଳା ରକ୍ଷା କରିଥାଏ l ସେମାନଙ୍କ ନୀତି, ଆଦର୍ଶ ଓ ପ୍ରେରଣା ସାନ ମାନଙ୍କ ପାଇଁ ମଙ୍ଗଳ ହୋଇଥାଏ  ବୋଲି ନୟାଗଡ ଜିଲ୍ଲା…

ଆଜି କ’ଣ ନିରାଶ ହୋଇ ଫେରିଯିବି ପ୍ରଭୁ ? ଗୋଟିଏ ବି ଫଳ ବିକ୍ରି ହୋଇ ପାରିଲା ନାହିଁ: ପ୍ରଭୁ ଶ୍ରୀକୃଷ୍ଣ

ଭୁବନେଶ୍ବର(ଏସ.ଏମ.ପି):-ମଥୁରାରୁ ଫଳ ଫାଛିଆ ମୁଣ୍ଡରେ ଲଦି ଗୋପ ନଗରୀକୁ ନିତିଦିନ ଫଳ ବିକ୍ରି କରିବାକୁ ଆସେ ସୁଖିଆ ମାଳିନୀ। ନାମ ସୁଖିଆ, ହେଲେ ଆଜିବନ ଦୁଃଖିନୀଟିଏ। ଅଳ୍ପ ବୟସରୁ ବୈଧବ୍ଯ ଯନ୍ତ୍ରଣା ସହ ପିଲାମାନଙ୍କ ପାଳନ ପୋଷଣର ଭାର। ଗୋପ ଦାଣ୍ଡରେ ବୁଲି ବୁଲି ଫଳ ବିକ୍ରି କରି ମୁଲ୍ୟ…

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଶନିବାର ଦୀନ ସକାଳ ୭ ଘଣ୍ଟା ସମୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା | ଏହି ପ୍ରତିଯୋଗୀତାରେ ଭାଗନେଇଥିବା ଛାତ୍ର, ଛାତ୍ରୀ ଓ କିଛି ଜନସାଧାରଣ ଙ୍କୁ…

ସ୍ଵାମୀ ବିବକାନନ୍ଦ ଶିଶୁ ମନ୍ଦିରରେ ରୌପ୍ୟ ଜୟନ୍ତୀ ପାଳିତ

ବେଲଗୁଣ୍ଠା(ଏସ.ଏମ.ପି):-- ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ଅନୁଷ୍ଠାନର ସଭାପତି ମାଧବ ଚନ୍ଦ୍ର ଆପଟଙ୍କ ସଭାପତିତ୍ବରେ 25 ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ପାଳନ ହୋଇ ଯାଇଅଛି। ମୁଖ୍ୟ ଅତିଥି ଙ୍କ ସହ ସମସ୍ତ ଅତିଥି ଦୀପ ପ୍ରଜ୍ବଳନ କରିଥିଲେ। ଅନୁଷ୍ଠାନ ର ଆଇନ…

ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା…

ଆର,ଉଦୟଗିରି (ମନୋଜ କୁମାର ପାଢୀ):-ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ୍ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୁଷଣ ଜେନା ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରି କମିଟି ବିକାଶ ମୂଳକ କାର୍ଯ୍ୟର ସମିକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,…
error: Content is protected !!