ମହିମା ଅଲେଖ ପ୍ରଭୁ ପ୍ରଭୁ ପରଂବ୍ରହ୍ମ ପଦେ ଶରଣମ୍

ସତ୍ୟ ମହିମା ଧର୍ମର ବ୍ରଦୁଧୁନି ସ୍ଥାପନ ଏବଂ ଆଧାତ୍ମିକ ପ୍ରବଚନ ଶ୍ରୁତିନୈତି ନେତ୍ୟାଦି ବାąଭ୍ରମନ୍ତ୍ରୀ ସରୁଫ ଯଦୀୟଂ ନ ନାମାପ ବେଭି I ଯଦୋଙ୍କାର ଗମ୍ୟ କ୍ବଚିନ୍ନେନ କାଳେ ପରଂବ୍ରହ୍ମ ଯତ୍ ତତ୍ ଶରଣ୍ୟ ନମାମି ॥ ଅର୍ଥ – ବେଦ ନ ଇତି ନ ଇତି ପ୍ରଭୃଦ୍ଧି ବାକ୍ୟ ଦ୍ବାରା ଭ୍ରମଶୀଳ ହୋଇ…

ବୃଦ୍ଧଖୋଲ ମହୋତ୍ସବ ଉଦଘାଟିତ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ଐତିହାସିକ ଶୈବପୀଠ ବୃଢ଼ାଖୋଲ ପାଦଦେଶରେ ତିନିଦିନିଆ ବୃଦ୍ଧଖୋଲ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି।ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପୌରହିତ୍ୟରେ ଉଦଘଟନୀ ଉତ୍ସବ…

ନୀଳମାଧଵ ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବ

ନୟାଗଡ(ପ୍ରଭାକର ଶିରୋମଣି ):-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହାବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଯାଇଛି ଓ  ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଅତିଥି ମାନଙ୍କ ଉପସ୍ଥିତିରେ ଏକ ସଭା କଲେଜ ଅଧ୍ୟକ୍ଷ ଡ଼. ରଣଜିତ କୁମାର…

ମୋହନା ଏମ.କେ.ସି.ଜି ଦିବ୍ୟାଙ୍ଗ ବିଦ୍ୟାଳୟକୁ ଜିଲ୍ଲା ଅଧିକାରୀଙ୍କ ଦ୍ଵାରା ପରିଚାଳନା ସମ୍ବନ୍ଧୀୟ ତଦନ୍ତ

ଆର,ଉଦୟଗିରି(ମନୋଜ କୁମାର ପାଢୀ,୯/୨):-ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ସହର ମଧ୍ୟରେ ଥିବା ଜିଲ୍ଲା ର ଏକ ମାତ୍ର ଦିବ୍ୟାଙ୍ଗ ବିଦ୍ୟାଳୟ କୁ ଜିଲ୍ଲା ସ୍ତରୀୟ ଅଧିକାରୀ ଗସ୍ତ କରି ପରିଚାଳନା ସମ୍ବନ୍ଧୀୟ ତଦନ୍ତ କରି ଫେରିଥିବା ଜଣାପଡିଛି। ଦୀର୍ଘ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳ ବାସୀ…

ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବ ; ମୁଖ୍ୟମନ୍ତ୍ରୀଙ୍କ

ଖୋର୍ଦ୍ଧା(ସଞ୍ଜୀବ କୁମାର):-ଗତକାଲି ସନ୍ଧ୍ୟାରେ କ୍ୟାବିନେଟରେ୧୧ ଟି ବିଷୟରେ ଆଲୋଚନା ହେବା ସହ ଏହି ପ୍ରସ୍ତାବରେ ମୋହର ବାଜିଛି। ଏଥିରୁ ଗୁରୁତ୍ବପୂର୍ଣ୍ଣ ହେଉଛି ପେନସନ୍ ସ୍କିମ୍ । ସରକାରୀ କର୍ମଚାରୀଙ୍କୁ ସର୍ବନିମ୍ନ ୧୦ ହଜାର ଟଙ୍କା ପେନସନ୍ ମିଳିବାକୁ ସୁନିଶ୍ଚିତ କରିଛନ୍ତି। …

ଯଶସ୍ଵୀ ସରକାରଙ୍କ ଦ୍ଵାରା ଵର୍ଣ୍ଣଵଧ ପ୍ରକାଶ ପାଇଛି : କାହିଁକି ଵର୍ଣ୍ଣଵଧ ?

ଖୋର୍ଦ୍ଧା (ସଞ୍ଜୀବ କୁମାର):-ଯଶସ୍ଵୀ ସରକାରଙ୍କ ଦ୍ଵାରା ଏକ ଵର୍ଣ୍ଣଵଧ ପ୍ରକାଶ ପାଇଛି । କାହିଁକି ଵର୍ଣ୍ଣଵଧ ? କାରଣ ଏ ବହିରେ ଅଵର୍ଗ୍ୟ 'ଵ' ଓ ଦ୍ଵିସ୍ଵର 'ୱ' ଅକ୍ଷର ହିଁ ନାହିଁ । ଵର୍ଗ୍ୟ 'ବ' ଓ ଅଵର୍ଗ୍ୟ 'ଵ' ପାଇଁ ଗୋଟିଏ ଅକ୍ଷର 'ବ' ହିଁ ଯୋଡ଼ା ହୋଇଛି(ଚିତ୍ର ଦ୍ରଷ୍ଟଵ୍ୟ— ପଫବଭମ ଓ…

୧୬ ଥାନ ବୈଠକରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ 

ନୟାଗଡ(ପ୍ରଭାକର ଶିରୋମଣି ),:-ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତରେ ଅବସ୍ଥିତ ମଝିସାହି ପାଟଣା ସାହିର ମୁଖ୍ୟ ବ୍ୟକ୍ତି ତଥା  ନିଖିଳ ଉତ୍କଳ ପୁଟୁଳି ବଣିକ ସମାଜ ସଭାପତି ସ୍ବର୍ଗତ ନବକିଶୋର ସାହୁଙ୍କ ତିରୋଧାନ ରେ ଏକ ଶ୍ରଦ୍ଧାଞ୍ଜଳି ସଭା କଣ୍ଟିଲୋ ନୀଳମାଧଵ ମନ୍ଦିର ସିଂହ ଦ୍ୱାର…

ବିଜେପିର ବିଜୟ ଉତ୍ସବ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଦିଲ୍ଲୀର ଐତିହାସିକ ବିଜୟକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଗାନ୍ଧୀ ନଗର ଛକ ଠାରେ ବିଜୟ ଉତ୍ସବ ପାଳନ କରାଯାଇଛି। ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସୁଶାସନ ଦେବାକୁ ଯାଉଛି l ଯେଉଁଠାରୁ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ…

ନୂତନ ଏସବିଆଇ ଶାଖା ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଜିଲ୍ଲା କୋର୍ଟ ପରିସରରେ କୋର୍ଟ କ୍ୟାମ୍ପସ ନୂତନ ଏସବିଆଇ ଶାଖା ଶୁଭାରମ୍ଭ ହୋଇଛି l ହାଇକୋର୍ଟର ବିଚାରପତି ବିଭୁ ପ୍ରସାଦ ରାଉତରାୟ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି l ଏହି ଅବସରରେ ଜିଲ୍ଲା ଜଜଙ୍କ ସମେତ ବରିଷ୍ଠ ଓ କନିଷ୍ଠ ବିଚାରପତି ଉପସ୍ଥିତ…

ବାଇକ୍ କୁ ଧକ୍କା ଦେଲା କାର:୨ଗୁରୁତର

କୁକୁଡ଼ାଖଣ୍ଡି(ଇ.ରଞନ):,୮/୨ ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ହନୁମାନ ମନ୍ଦିର ସାମ୍ନାରେ ଶନିବାର ଅପରାହ୍ନ ରେ ବାଇକ୍ କୁ ଧକ୍କା ଦେଲା କାର । ଉଭୟ କାର ଚାଳକ ଏବଂ ବାଇକ୍ ଚାଳକ ଗୁରୁତର ଥିବା ଜଣା ପଡ଼ିଛି। ବାଇକ୍ ଆରୋହୀ ଜଣକ ଗାଡ଼ି ନମ୍ବର (ଓଡ଼ି୧୮ଏଫ୍୫୯୭୫) ଯୋଗେ ବ୍ରହ୍ମପୁର ଅଭିମୁଖେ…
error: Content is protected !!