ଆସନ୍ତାକାଲି ପ୍ରୟାଗରାଜ ଗସ୍ତରେ ଯିବେ ରାଷ୍ଟ୍ରପତି

ଭୁବନେଶ୍ୱର, (ପି.ଆଇ.ବି):- ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି (୧୦,ଫେବୃଆରୀ ୨୦୨୫) ପ୍ରୟାଗରାଜ (ଉତ୍ତରପ୍ରଦେଶ) ଗସ୍ତରେ ଯିବେ ।ଏକଦିବସୀୟ ପ୍ରୟାଗରାଜ ଗସ୍ତ ଅବସରରେ ରାଷ୍ଟ୍ରପତି ସଙ୍ଗମରେ ସ୍ନାନ ଏବଂ ପୂଜା କରିବେ । ଅକ୍ଷୟବଟ ଏବଂ ହନୁମାନ ମନ୍ଦିରରେ ପୂଜା ଓ ଦର୍ଶନ…

ମହାକୁମ୍ଭ-୨୦୨୫: ପ୍ରୟାଗରାଜଠାରେ ଶ୍ରଦ୍ଧାଳୁଙ୍କୁ ମିଳୁଛି ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍

ଭୁବନେଶ୍ୱର,(ପି.ଆଇ.ବି):- ପ୍ରୟାଗରାଜରେ ଚାଲିଥିବା ପବିତ୍ର ମହାକୁମ୍ଭ- ୨୦୨୫ରେ ଶ୍ରଦ୍ଧାଳୁମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ରାସନ୍ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ନାଫେଡ୍‍ (ଭାରତୀୟ ଜାତୀୟ କୃଷି ସମବାୟ ମାର୍କେଟିଂ…

ବିଦ୍ୟାପୀଠ ଛାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

 ନୟାଗଡ,(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ  କଣ୍ଟିଲୋ ନୀଳମାଧଵ ବିଦ୍ୟାପୀଠ ୧୯୯୬ ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ପଥର ଚକଡା ମା ' ନାରାୟଣୀ ଠାକୁରାଣୀଙ୍କ ମନ୍ଦିର ପରିସରରେ ଆଜି ରବିବାର ଅନୁଷ୍ଠିତ ହୋଇ ଯାଇଛି l ଏହି ଅବସରରେ ଆୟୋଜିତ…

ଲିଲି ଫାଉଣ୍ଡେସନ ତରଫରୁ ହୁଗୁଳାପଟାରେ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା ଓ ଔଷଧ ବିତରଣ।

ବ୍ରହ୍ମପୁର,(ବିଚିତ୍ର ସାହୁ):- କଲକୋତାସ୍ଥିତ ଲିଲି ଫାଉଣ୍ଡେସନ ଆନୁକୂଲ୍ଯରେ ବ୍ରହ୍ମପୁର ଉପକଣ୍ଠ ହୁଗୁଳାପଟା ଗ୍ରାମର ଉତ୍ସାହି ଯୁବକ ମାନଙ୍କ ସହଯୋଗରେ ଏବଂ ଲିଲି ଫାଉଣ୍ଡେସନର ଗଂଜାମ ଜିଲ୍ଲାର ପ୍ରତିନିଧି ଡକ୍ଟର ଡି.ଗୋଦାବରୀ ପାତ୍ରଙ୍କ ତତ୍ତ୍ବାବଧାନରେ ଏକ ମାଗଣା ସ୍ବାସ୍ଥ୍ଯ ପରୀକ୍ଷା…

ସରସ୍ବତୀ ଶିଶୁ ମନ୍ଦିର ରେ ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମପୁର,(ପ୍ରସନ କୁମାର ଦାସ):- ସହର ଷ୍ଟିତ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ର ବିଂଶତମ ବାର୍ଷିକ ଉତ୍ସବ ବହୁ ଆଡ଼ମ୍ବର ରେଅନୁଷ୍ଠାନ ର ପ୍ରଧାନ ଗୁରୁଜୀ ନିରଞ୍ଜନ ଡାକୁଆ ଙ୍କ ସଂଯୋଜନା ରେ ଆରମ୍ଭ ହୋଇଛି | ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଖଲିକୋଟ ବିଧାୟକ…

ରାଜ୍ୟ ସ୍ତରୀୟ ଜେ. ଆର୍.ସି. ରେ ଗଜପତିର ସଫଳତା

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ଭୁବନେଶ୍ୱର ସ୍ଥିତ ନୀଳାଚଳ ପଲିଟେକନିକ ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଶାଖା ତରଫରୁ ପଞ୍ଚ ଦିବସ ବ୍ୟାପି ଶିକ୍ଷା ଏବଂ ତାଲିମ ଶିବିର ସଫଳତାର ସହ ସମାପନ ହୋଇଯାଇଛି। ରାଜ୍ୟ ରେଡ୍ କ୍ରସ ଶାଖାର ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁଙ୍କ ପ୍ରତ୍ୟକ୍ଷ…

କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଉଦଯାପିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ):- କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସିପାଞ୍ଜିରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ନିପୂଣ ଓଡିଶା ମେଳା- ୨୦୨୫ ସିଆରସିସି ସରୋଜ କୁମାର ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି…

ଏଥର କେବଳ କଳା ରଙ୍ଗ କାଳିରେ ଲେଖିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର, ସାଂଜୀବ କୁମାର : ସିଏଚ୍‌ଏସ୍‌ଇ ପକ୍ଷରୁ ଆସନ୍ତା ୧୮ ରୁ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ +୨ ଥିଓରୀ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ପରିଷଦ ପକ୍ଷରୁ ଏନେଇ ସ୍ବତନ୍ତ୍ର ନିୟମାବଳୀ ସମସ୍ତ ମହାବିଦ୍ୟାଳୟର…

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ…

ସିର୍ତ୍ତିଗୁଡାରେ ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ଆରମ୍ଭ : ଦଶ ହଜାର ରୁ ଉର୍ଦ୍ଧ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡା ଠାରେ ରେ ୬୪ ତମ ବିଶ୍ୱ ଶାନ୍ତି ପଞ୍ଚ ମହାଯଜ୍ଞ ରବିବାର ଆରମ୍ଭ ହୋଇଛି l ସିର୍ତ୍ତୀଗୁଡା ଗ୍ରାମ୍ୟ କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଅଷ୍ଟ ପ୍ରହର ନାମ ଯଜ୍ଞ,…
error: Content is protected !!