ସନସାଇନ ଇଣ୍ଟରନେଶନାଲ ଇଂରେଜ ମାଧ୍ୟମିକ ସ୍କୁଲରେ ,୧୦ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପୁରୁଷୋତ୍ତମପୁର(ପ୍ରସନ୍ନ କୁମାର ଦାଶ):-ପୁରୁଷୋତ୍ତମପୁର ସହର ଷ୍ଟିତ କୁମ୍ଭାରୀ ଠାରେ ଥିବା ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ ମଧ୍ୟରେ ଦଶମ ତମ ବାର୍ଷିକ ଉତ୍ସବ ଅନୁଷ୍ଠାନର ସଭାପତିତଥା ବରିଷ୍ଟ ଶିକ୍ଷାବିତ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରଥ ଓ ସ୍କୁଲର ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସୁନୀଲ କୁମାର…

ଦୌଡକୁଦ ପ୍ରତିଯୋଗିତା ଉଦଘାଟିତ

ବ୍ରହ୍ମପୁର(ରାଜେନ୍ଦ୍ର.ସାହୁ)ଗଞ୍ଜାମ ଜିଲ୍ଲା ଦୌଡକୁଦ ପ୍ରତିଯୋଗିତା ଉଦଘାଟନ ହୋଇଯାଇଛି l ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସାଧାରଣ ସମ୍ପାଦକ ଜେ କମେଶ୍ୱର ରାଓଙ୍କ ସଂଯୋଜନାରେ କ୍ରୀଡା ପରିଚାଳିତ ହେଉଛି l ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସପି ଡ୍ ଶ୍ରବଣ ବିବେକ ଏମ ଯୋଗଦେଇ ଏହାକୁ…

ବାରକୋଶ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ଆଦିବାସୀ ନୃତ୍ୟ ସଂଗୀତ ରେ ମଞ୍ଚ ଦୁଲୁକିଲା

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ସ୍ଥିତ ବିରୁପାକ୍ଷ ମନ୍ଦିର ପ୍ରାଙ୍ଗଣରେ ବାରକୋଶ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବାରକୋଶ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା…

ମହିୟସୀ ମହିଳା ମଧୁମାୟା ପାଣିଗ୍ରାହୀଙ୍କ ପରଲୋକ

ବ୍ରହ୍ମପୁର,(ବିଚିତ୍ର ସାହୁ,୦୭/୦୨):-, ଆକାଶବାଣୀର ପ୍ରଥମ ଓଡ଼ିଆ କେନ୍ଦ୍ର ନିର୍ଦ୍ଦେଶକ ତଥା ପ୍ରସାରଣ ଜଗତର କିମ୍ବଦନ୍ତୀ ପୁରୁଷ ମଧୁସୂଦନ ପାଣିଗ୍ରାହୀଙ୍କ ପତ୍ନୀ ମାୟା ପାଣିଗ୍ରାହୀ ଆଜି ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ତାଙ୍କ ଅଶୋକ ନଗର, ୮ମ ଲାଇନ୍ ସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି…

ଦିଗପହଣ୍ଡି ଥାନା ଅଧିନସ୍ତ ବନ୍ଥପଲ୍ଲୀ, ଅନନ୍ତେଇ ୩ ମନ୍ଦିରରୁ ହୁଣ୍ଡୀଭାଙ୍ଗି ଚୋରି

କୁକୁଡାଖଣ୍ଡି(ଇ.ରଞନ):- ଅନ୍ତର୍ଗତ ଦିଗପହଣ୍ଡି ଥାନା ଇଲାକାରେ ବିଭିନ୍ନ ମନ୍ଦିର ଗୁଡ଼ିକରେ ଦୁର୍ବୁତ ମାନେ ଫାଟକରେ ତାଲା ସହ ହୁଣ୍ଡୀ ଭାଙ୍ଗି ଯାହା ଟଙ୍କା ଦେବତାଙ୍କୁ ଦର୍ଶନଲାଗି ଭକ୍ତ ହୁଣ୍ଡୀରେ ଦାନ କରି ଯାଉଥିବା ହୁଣ୍ଡୀ ଉପରେ ଚୋରଙ୍କ ଅତର୍କିତ ଭାଙ୍ଗିରୁଜି ଟଙ୍କା ଧରି ଚମ୍ପଟ…

ଗଜପତି ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଟାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ପ୍ରଦାନ

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ରୁମୁଣ୍ଡା ଗ୍ରାମ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟାଙ୍କୁ ତଥା ଚାଷୀ ମାନଙ୍କୁ ଖଜୁରୀଗୁଡ ପ୍ରକ୍ରିୟାକରଣ ସମେତ ନେତୃତ୍ଵର ବିକାଶ,ଆର୍ଥିକ ସ୍ଥାୟୀର ପରିବର୍ତ୍ତନ,ଆର୍ଥିକ ସାକ୍ଷରତା ଓ ବଜାରୀକରଣ…

ସିମନବାଡ଼ି ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବାଲିଗୁଡା(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ସ୍ଥିତ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ଯୋଗ…

ଆର,ଉଦୟଗିରିରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ଆର,ଉଦୟଗିରି ଶିବ ମନ୍ଦିର ପଡିଆ ଠାରେ ବ୍ଳକ ସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ସ୍ଥାନୀୟ ବିଡିଓ ଲରିମନ ଖର୍ସେଲ,…

ଆବାସିକ ବିଦ୍ୟାଳୟର ପରିଚାଳକ ଓ ମେଟ୍ରୋନ ମାନଙ୍କୁ ଶିଶୁ ସୁରକ୍ଷା ଉପରେ ଏକ ଦିବସୀୟ ତାଲିମ ଶିବିର

ଆର,ଉଦୟଗିରି(ମନୋଜ କୁମାର ପାଢୀ) ଜିଲ୍ଲା ପ୍ରଶାସନ ଗଜପତି ଦ୍ବାରା ତା ୫/୨/୨୦୨୫ ରିଖରେ ଜିଲ୍ଲାପାଳ, ଗଜପତିଙ୍କ ସମ୍ମିଳନୀ କକ୍ଷ -୪ ଠାରେ ଜିଲ୍ଲାର ୪ ଗୋଟି ବ୍ଲକ ଯଥା ଗୁମ୍ମା ରାୟଗଡ଼ ଓ ଗୋଷାଣି, କାଶିନଗର ର ସରକାରୀ ଆଦିବାସୀ ଛତ୍ରାବାସ ଓ ଛାତ୍ରୀନିବାସ ଦାୟିତ୍ବରେ ଥିବା ପରିଚାଳକ ଓ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳର ଦମ୍ପତି

ଆର,ଉଦୟଗିରି(ମନୋଜ କୁମାର ପାଢୀ):-ଗଜପତି ଜିଲ୍ଲାରୁ ୬୭ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ କେରଳର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃହୀନ ଏହି ଶିଶୁକନ୍ୟାଟିକୁ, ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ…
error: Content is protected !!