ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ୧୮ତମ ବଳିଦାନ ଦିବସ ପାଇଁ ଜାଲେଶପଟ୍ଟାରେ ପ୍ରସ୍ତୁତି ଚୂଡ଼ାନ୍ତକଡ଼ା ସୁରକ୍ଷା ବଳୟରେ…

ବାଲିଗୁଡା, ୦୩/୦୯ ସୁକାନ୍ତ କୁମାର ତ୍ରିପାଠୀ ଜାଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୮ତମ ବଳିଦାନ ଦିବସ ପାଳନକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ…

ପୁଡୁଚେରୀ ଉପ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ଭୁବନେଶ୍ୱର | ପିଆଇବି | ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଅଂଶବିଶେଷ ଭାବେ ସମ୍ପ୍ରତି ପୁଡୁଚେରୀ ଗସ୍ତରେ ଥିବା ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ପୁଡୁଚେରୀ ଉପ ରାଜ୍ୟପାଳ କେ କୈଳାସନାଥନଙ୍କୁ ସାକ୍ଷାତ କରିଛନ୍ତି । କେନ୍ଦ୍ର ଶାସିତ ପ୍ରଦେଶ ପୁଡୁଚେରୀର ପର୍ଯ୍ୟଟନ, ସଂସ୍କୃତି,…

ସ୍ୱାଭିମାନୀ ମଣିଷ ସୃଷ୍ଟି କରିବା ହିଁ ‘ବିପଦର ବନ୍ଧୁ ଓଡ଼ିଶା’ର ସର୍ବୋତ୍ତମ ଲକ୍ଷ୍ୟ

ଛତ୍ରପୁର, ସୁଶାନ୍ତ କୁମାର ସେଠୀ :କ୍ଷଣସ୍ଥାୟୀ ସାହାଯ୍ୟରେ ସୀମିତ ନ ରହି ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଚିରକାଳ ପାଇଁ ସ୍ୱାବଲମ୍ବୀ କରି ସ୍ୱାଭିମାନୀ ମଣିଷ ସୃଷ୍ଟି କରିବା ହେଉଛି ‘ବିପଦର ବନ୍ଧୁ ଓଡ଼ିଶା’ର ମୁଖ୍ୟ ଲକ୍ଷ୍ୟ। ଏହି ମହତ୍ କାର୍ଯ୍ୟଧାରାରେ ଛତ୍ରପୁରସ୍ଥିତ…

ନବାଗତଙ୍କୁ ସ୍ୱାଗତରେ ମୁଖରିତ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ

ବାଲିଗୁଡ଼ା: ୦୨/୦୯ : ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ନୂଆ ଛାତ୍ରଛାତ୍ରୀଙ୍କୁ ବିଭାଗୀୟ…

ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଲେ ସାଂସଦ ପ୍ରତିନିଧି

ବାଲିଗୁଡ଼ା: ୦୨/୦୯/ : ସୁକାନ୍ତ କୁମାର ତ୍ରିପାଠୀ ଅସୁସ୍ଥ ଶିଶୁଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ବାଲିଗୁଡ଼ା ସାଂସଦ ପ୍ରତିନିଧି ସୁରେନ୍ଦ୍ର ପାତ୍ର। ତୁମୁଡ଼ିବନ୍ଧ ବିଜେପି ବ୍ଲକ ସମ୍ପାଦକ ଧନେଶ୍ୱର ବଡ଼କରଙ୍କ ଦୁଇ ବର୍ଷର ପୁତ୍ର ଅସୁସ୍ଥ…

ଜାତୀୟ ସଙ୍ଗୀତ କଳାକେନ୍ଦ୍ର ତରଫରୁ ଶୋକସଭା

ବ୍ରହ୍ମପୁର,(ବିଚିତ୍ରସାହୁ):- ରାଜ୍ୟର ଅତି ପ୍ରାଚୀନ ଓ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳାକେନ୍ଦ୍ର" ତରଫରୁ ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ନିର୍ଭିକ ସାମ୍ବାଦିକ ନବକିଶୋର ମହାପାତ୍ର ଓରଫ୍ ମୁନା ଭାଇଙ୍କ ଅକାଳ ବିୟୋଗ ନେଇ ଏକ ଶୋକସଭା ବ୍ରହ୍ମପୁର, ପ୍ରେମ ନଗର ମୂଖ୍ୟ…

ପାତ୍ରପୁରରେ ନୂତନ ଏନଏଚ୍‌ କାର୍ଯ୍ୟାଳୟ ଉଦ୍‌ଘାଟିତ

ପାତ୍ରପୁର,(ଜଗନ୍ନାଥ ନାୟକ):- ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୂତନ ବିକଶିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାତ୍ରପୁରଠାରେ ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଛି। ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ…

ନିଶାମୁକ୍ତ ରାଜଧାନୀ ପାଇଁ ପାନ ଦୋକାନରେ ଜୋରଦାର ଯାଞ୍ଚ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଭୁବନେଶ୍ୱରରେ ନିଶା କାରବାର ଉପରେ ବଡ଼ ଆକ୍ସନ । ନିଶାମୁକ୍ତ ଅଭିଯାନକୁ ଆହୁରି ଜୋରଦାର କରିଛି କମିସନରେଟ୍ ପୁଲିସ । ରାଜଧାନୀର ଟଙ୍କପାଣି ରୋଡ୍‌ରେ ଥିବା ବିଭିନ୍ନ ପାନ ମସଲା ଓ ଷ୍ଟେସନାରୀ ଦୋକାନରେ ଚାଲିଛି ଜୋରଦାର ଯାଞ୍ଚ । କମିସନରେଟ୍ ପୁଲିସର…

୨୦୦୩ ବ୍ୟାଚ୍ ଓଡ଼ିଶା କାଡର ଆଇପିଏସ୍ ଅଧିକାରୀ ସେଫିନ୍ ଅହମ୍ମଦ କେ.ଙ୍କ ପରଲୋକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୨୦୦୩ ବ୍ୟାଚର ଓଡ଼ିଶା କାଡର ଆଇପିଏସ୍ ଅଧିକାରୀ ସେଫିନ୍ ଅହମ୍ମଦ କେ.ଙ୍କ ପରଲୋକ ଘଟିଛି। ତିରୁଅନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ମୂଳତଃ କେରଳ ରାଜ୍ୟର ବାସିନ୍ଦା ସେଫିନ୍ ଅହମ୍ମଦ କର୍କଟ ରୋଗରେ ପୀଡ଼ିତ…

ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ ପାଳନ

ବ୍ରହ୍ମପୁର | ବିଚିତ୍ର ସାହୁ | ସୋମବାର ସନ୍ଧ୍ୟା ଠାକୁରାଣୀ ମନ୍ଦିର ନିକଟ ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଜନ୍ମ ଶତବାର୍ଷିକ ପାଳନ କରାଯାଇଛି। ଏଥିରେ ବିଶ୍ଵ ହିନ୍ଦୁ ପରିଷଦର ଗଞ୍ଜାମ ଜିଲ୍ଲା ସଭାପତି ସତ୍ୟନାରାୟଣ ମିଶ୍ରଙ୍କ ତତ୍ବାବଧାନରେ ଉପସଭାପତି ସୂର୍ଯ୍ୟ ନାରାୟଣ ଚୋଧିରୀ…
error: Content is protected !!