ଏସ୍‌ଆଇଆର୍‌ କାର୍ଯ୍ୟରେ ଗଞ୍ଜାମର ଅଗ୍ରଗତି ସନ୍ତୋଷଜନକ: ପର୍ଯ୍ୟବେକ୍ଷକ ଶ୍ରୀ ରେଡ୍ଡୀ

ଛତ୍ରପୁର,୩୧/୦୮ (DIPRO): ଗଞ୍ଜାମ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲା ଭୋଟର ତାଲିକା ପର୍ଯ୍ୟବେକ୍ଷକ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡି. ପ୍ରଶାନ୍ତ କୁମାର ରେଡ୍ଡୀ (ଭା.ପ୍ର.ସେ.)। …

ଦିଗପହଣ୍ଡି ବ୍ଲକରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ଦିଗପହଣ୍ଡି, ୩୧/୦୮: ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଏବଂ ଜିଲ୍ଲା ପରିଷଦର…

ନିମ୍ବ, ଜାମୁ, କରେଲା ଓ ଶିଲାଜିତ: ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ? ଜାଣନ୍ତୁ ସତ୍ୟ

ପାରମ୍ପରିକ ଚିକିତ୍ସା ଓ ଘରୋଇ ଉପଚାରରେ ନିମ୍ବ, ଜାମୁ, କରେଲା ଏବଂ ଶିଲାଜିତର ବ୍ୟବହାର ଦୀର୍ଘଦିନ ଧରି ହୋଇଆସୁଛି। ଅନେକେ ଏହାକୁ ରକ୍ତରେ ଶର୍କରା ନିୟନ୍ତ୍ରଣ, ହଜମଶକ୍ତି ଓ ଶରୀରର ସାଧାରଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ମାନନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତରେ, ଏହି ସବୁ…

ଚନ୍ଦ୍ରପୁର ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତଯୋଗିତା ଅନୁଷ୍ଟିତ

ଚନ୍ଦ୍ରପୁର | ୩୧/୮/୨୬ (କୈଳାସ ମାଳବିଶୋଇ):ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ସରକାରୀ ଗୋଦାବରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆ ଠାରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଶ ଶବର ଙ୍କ ନେତୃତ୍ବରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l…

ବାଲିଗୁଡ଼ାରେ ବେଆଇନ ଗଞ୍ଜେଇ ଚାଷ ପାଇଁ ଆସିଥିବା ୩୫ ଟନ୍ ଡିଏପି ସାର ଜବତ

ବାଲିଗୁଡ଼ା:: ୩୧/୦୮ : ସୁକାନ୍ତ କୁମାର ତ୍ରିପାଠୀ ବେଆଇନ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅନଧିକୃତ ଭାବେ ଅଣାଯାଇଥିବା ବିପୁଳ ପରିମାଣର ଡିଏପି ସାର ବାଲିଗୁଡ଼ା ପୁଲିସ ଜବତ କରିଛି। ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡ଼ା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୩୫ ଟନ୍…

ସେବା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ବାଲିଗୁଡ଼ାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାଲିଗୁଡ଼ା, ତା. ୩୧/୦୮: ସୁକାନ୍ତ କୁମାର ତ୍ରିପାଠୀ ବିଭିନ୍ନ କାର୍ଯ୍ୟକ୍ରମ ଓ ସେବାମୂଳକ ପଦକ୍ଷେପ ମାଧ୍ୟମରେ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି। ଦିନ ଆରମ୍ଭରୁ ସହରରେ ରାମଧୁନ ପରିବେଷଣ ହୋଇଥିବା ବେଳେ ପରିବେଶ ଉତ୍ସବମୁଖର…

ଖୋର୍ଦ୍ଧା ରୋଡ୍ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ମହାନ ଭାରତୀୟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ମଣ୍ଡଳର ରେଳ କ୍ରୀଡ଼ା ସଂଘ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ ଉତ୍ସାହର ସହ ପାଳନ କରାଯାଇଛି।ରେଳ କର୍ମଚାରୀ, ସେମାନଙ୍କ ପରିବାରବର୍ଗ ଏବଂ ଯୁବ…

ସରକାରୀ ବାବୁ ସାବଧାନ ! ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- କୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । । ଏଣିକି ଅଦାଲତଙ୍କ…

ଜାତୀୟ ସ୍ତରୀୟ ଖେଳାଳି ମାନଙ୍କ ସ୍ମୁତି ଅବସରରେ ସାଇକେଲ ଶୋଭାଯାତ୍ରା

ଚନ୍ଦ୍ରପୁର, ୩୦/୮/୨୬ {କୈଳାସ ମାଳବିଶୋଇ } ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ପୋଲିସ ଆଇଆଇସି ଶ୍ରୀ ହିମାଂଶୁ ଶେଖର ବାରିକ ଙ୍କ ନେତୃତ୍ବରେ ଜାତୀୟ ସ୍ତରୀୟ ଖେଳାଳି ମାନଙ୍କ ସ୍ମୁତି ଅବସରରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଏଥିରେ ଚନ୍ଦ୍ରପୁର ପୋଲିସ ଓ ଗ୍ରାମର ଯୁବକ ଓ…

ନାଲନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର,(ବିଚିତ୍ରସାହୁ):- ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଗଞ୍ଜାମ ପକ୍ଷରୁ ନାଲନ୍ଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁର ପରିସରରେ ସ୍ଥାୟୀ ଲୋକ ଅଦାଲତ (Permanent Lok Adalat – PUS)ର ପ୍ରତିଷ୍ଠା ଓ କାର୍ଯ୍ୟାବଳୀ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…
error: Content is protected !!