ନିଲିପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ମହାସମାରୋହରେ ପାଳିତ

ବାଲିଗୁଡା, ୦୫/୦୯: ସୁକାନ୍ତ କୁମାର ତ୍ରିପାଠୀନିଲିପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନାମୟୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ…

ଗୁରୁଦିବସକୁ କଳା ଦିବସ ପାଳିଲେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ

ବ୍ରହ୍ମପୁର,(ବିଚିତ୍ରସାହୁ):- ୨୦୦୮ - ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ନିୟମିତ ସରକାରୀ ବେତନ ପ୍ରଦାନରେ ଅହେତୁକ ବିଳମ୍ବ ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା ପ୍ରତି ଧର୍ମକୁ ଆଖିଠାର ଭଳି ପ୍ରତୀୟମାନ ହେଉଛି।ନିଜେ ମୁଖ୍ୟମନ୍ତ୍ରୀ ଶିକ୍ଷକଙ୍କୁ ସମ୍ମାନ…

ଶିକ୍ଷାନିକେତନ ସ୍କୁଲରେ ମହାଆଡ଼ମ୍ବରରେ ନନ୍ଦ ଉତ୍ସବ ଓ ଗୁରୁ ଦିବସ ପାଳିତ

ବାଲିଗୁଡ଼ା: ୦୫/୦୯: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ସ୍ଥିତ ଶିକ୍ଷାନିକେତନ ସ୍କୁଲ ପରିସରରେ ମହାଆଡ଼ମ୍ବର ଓ ଉତ୍ସାହର ସହ ନନ୍ଦ ଉତ୍ସବ ଓ ଗୁରୁ ଦିବସ ପାଳିତ ହୋଇଯାଇଛି। ଛୋଟ ଛୋଟ ଶିଶୁଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା।ନନ୍ଦ…

ଜାଲେଶପଟ୍ଟାରେ ଭକ୍ତିମୟ ପରିବେଶରେ ଜନ୍ମାଷ୍ଟମୀ ଉତ୍ସବସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଧାର୍ମିକ ଓ…

ବାଲିଗୁଡା : ୦୫/୦୯ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜାଲେଶପଟ୍ଟା ଅଞ୍ଚଳରେ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଭାବନାର ପରିବେଶ ମଧ୍ୟରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଅନୁଷ୍ଠିତ ହୋଇଛି। ଏହା ସହିତ…

ଚିକିଟୀ ବ୍ଲକ ଏକମାତ୍ର ବିଦ୍ୟାଳୟ ଭାବେ ମନୋନୀତ, ଶିକ୍ଷା ମହଲରେ ଉତ୍ସାହ

ଚିକିଟୀ,(ଜଗନ୍ନାଥ ନାୟକ):- ଗଞ୍ଜାମ: ଶିକ୍ଷାରେ ଉନ୍ନତି, ଶୃଙ୍ଖଳାରେ ପ୍ରଗତି ଓ ଶିଶୁଙ୍କ ସ୍ୱପ୍ନକୁ ସଫଳତାର ଶିଖରରେ ପହଞ୍ଚାଇବାର ଅଦମ୍ୟ ପ୍ରୟାସ ଆଜି ଆଣିଛି ଏକ ଗୌରବମୟ ସ୍ୱୀକୃତି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ୍ ଅନ୍ତର୍ଗତ ନୂଆପଡ଼ା କୃଷ୍ଣପୁରର ଡଭାର…

ଜାରପା ଅଙ୍ଗନୱାଡି କେନ୍ଦ୍ର ତାଲା ପକାଇଲେ ଠିକା ଦାର

ରାୟଗଡ଼ା,(କୈଳାସ ମାଳବିଶୋଇ):- ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡ଼ୁବାଲି ପଞ୍ଚାୟତ ଅନ୍ତର୍ଗତ ଜାରପା ଅଙ୍ଗନୱାଡି କେନ୍ଦ୍ର ମରାମତି କରଯାଇଥିଲା l ଅଙ୍ଗନୱାଡି କର୍ମୀ ଜ୍ୟୋତି ପ୍ରଟିଙ୍ଗା କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଗଡା ଆରମ୍ୱ କରିଥିଲେ ସେହି ସମୟରେ ଠିକାଦାର…

ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ସହୟତା ରାଶିକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଶିଶୁ ବାଟିକାରୁ ଦ୍ୱାଦଶ ପଢୁଥିବା ଛାତ୍ରଙ୍କ ପାଇଁ ଲାଗୁ ହେବ ବ୍ୟବସ୍ଥା ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ସହାୟତା ରାଶି ମିଳିବ ୨ ଲକ୍ଷ ଟଙ୍କା ଉଚ୍ଚତର ଚିକିତ୍ସା ଲାଗି…

ଚାଷୀଙ୍କ ଖାତାକୁ ଗଲା ୨ ହଜାର ଟଙ୍କା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଚାଷୀଙ୍କ ଖାତାକୁ ଗଲା ସିଏମ୍-କିଷାନ ସହାୟତା DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା ଭୁବନେଶ୍ୱର କାର୍ଯ୍ୟକ୍ରମରେ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ ଉପକୃତ…

ଜଟଣୀ ଗୋପୀନାଥ ମନ୍ଦିରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ପର୍ବ ଧୁମଧାମରେ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ସ୍ଥିତ ଗୋପୀନାଥଜୀ ମନ୍ଦିରରେ ଶୁକ୍ରବାର ଦିନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ପୂଜା ଅର୍ଚ୍ଚନା ପାଇଁ ସକାଳୁ ହିଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଅବସରରେ ସକାଳ ୮ଟାରୁ ୧୧ ଟା ପର୍ଯ୍ୟନ୍ତ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା…

ଦୋକାନ କାନ୍ଥ ତାଡ଼ି ଟଙ୍କା ଓ ବିଭିନ୍ନ ସାମଗ୍ରୀ ଚୋରି

ବାଲିଗୁଡା,୦୪/୦୯: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ପୁଣିଥରେ ଚୋରି ଘଟଣା ସାଧାରଣରେ ଚିନ୍ତା ବଢ଼ାଇଛି। ଦାରିଙ୍ଗବାଡି ଛକରେ ଥିବା ଏକ ଦୋକାନର କାନ୍ଥ ତାଡ଼ି ଦୁର୍ବୃତ୍ତମାନେ ଦୋକାନ ଭିତରକୁ ପଶି ନଗଦ ଟଙ୍କା ସହ…
error: Content is protected !!